୨୫-୩୧ ଜାନୁୟାରୀ
ଲେବୀ ପୁସ୍ତକ ୨୪-୨୫
ଗୀତ ୧୪୪ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଇସ୍ରାଏଲରେ ଯୋବେଲ ବର୍ଷ ଓ ଭବିଷ୍ୟତରେ ମୁକ୍ତି”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଲେବୀ ୨୪:୨୦—କʼଣ ଈଶ୍ୱରଙ୍କ ବାକ୍ୟ ଶିଖାଏ ଯେ ଆମେ ପ୍ରତିଶୋଧ ନେବା ଉଚିତ୍ ? (ପ୍ର୧୦ -ହି ୧/୧ ପୃ ୧୨ ¶୩)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଲେବୀ ୨୪:୧-୨୩ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଶିଖାଇବା ଅଧ୍ୟୟନ ୧୬)
ପୁନଃସାକ୍ଷାତ: (୪ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ଘରମାଲିକଙ୍କୁ ସଭା ପାଇଁ ନିମନ୍ତ୍ରଣ ପତ୍ର ଦିଅନ୍ତୁ । ତାʼପରେ ରାଜ୍ୟଘରେ କʼଣ ହୁଏ ? ଭିଡିଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) ଏବଂ ଆଲୋଚନା କରନ୍ତୁ । (ଶିଖାଇବା ଅଧ୍ୟୟନ ୧୧)
ବାଇବଲ ଅଧ୍ୟୟନ: (୫ ମି.) ଖୁସିର ଖବର ପାଠ ୧୨ ¶୬-୭ (ଶିଖାଇବା ଅଧ୍ୟୟନ ୧୪)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ମଣ୍ଡଳୀର ଆବଶ୍ୟକତା: (୫ ମି.)
“ପ୍ରକୃତ ମୁକ୍ତି—ଈଶ୍ୱର ଓ ଖ୍ରୀଷ୍ଟଙ୍କ ଯୋଗୁଁ”: (୧୦ ମି.) ଆଲୋଚନା; ଯେବେ ଝଡ଼ ଭଳି ସମସ୍ୟା ଆସେ, ନିଜ ଧ୍ୟାନ ଯୀଶୁଙ୍କ ଉପରେ କେନ୍ଦ୍ରିତ କରନ୍ତୁ !—ଭବିଷ୍ୟତରେ ଈଶ୍ୱରଙ୍କ ରାଜ୍ୟରୁ ମିଳିବାକୁ ଯାଉଥିବା ଆଶିଷ ନାମକ ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୧୫ ¶୧-୧୧
ଶେଷ ଟିପ୍ପଣୀ (୩ ମି.)
ଗୀତ ୬୪ ଏବଂ ପ୍ରାର୍ଥନା