୪-୧୦ ଜାନୁୟାରୀ
ଲେବୀ ପୁସ୍ତକ ୧୮-୧୯
ଗୀତ ୧୨୨ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଆପଣଙ୍କ ଚାଲିଚଳନ ସର୍ବଦା ଶୁଦ୍ଧ ରହୁ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଲେବୀ ୧୯:୯, ୧୦—ଈଶ୍ୱର ଗରିବମାନଙ୍କୁ ସାହାଯ୍ୟ କରିବା ପାଇଁ କʼଣ ନିୟମ ଦେଇଥିଲେ ? (ପ୍ର୦୬-ହି ୭/୧ ପୃ ୧୪ ¶୧୧)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଲେବୀ ୧୮:୧-୧୫ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତର ଭିଡିଓ: (୫ ମି.) ଆଲୋଚନା; ପ୍ରଥମ ସାକ୍ଷାତ: ପ୍ରାର୍ଥନା—ଗୀତ ୬୫:୨ ଭିଡିଓ ଦେଖାନ୍ତୁ । ଯେତେବେଳେ ଭିଡିଓରେ ପ୍ରଶ୍ନଗୁଡ଼ିକ ଆସେ, ଭିଡିଓକୁ ପଜ୍ କରନ୍ତୁ ଏବଂ ସେହି ପ୍ରଶ୍ନ ପଚାରନ୍ତୁ ।
ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା ଅଧ୍ୟୟନ ୩)
ଭାଷଣ: (୫ ମି.) ପ୍ର୦୨-ହି ୨/୧ ପୃ ୨୯—ବିଷୟବସ୍ତୁ: ମୋଶାଙ୍କ ନିୟମରେ ସମ୍ପର୍କୀୟମାନଙ୍କୁ ବିବାହ କରିବା ମାମଲାରେ ଯେଉଁ କଟକଣା ଲଗାଯାଇଥିଲା, କʼଣ ଆମେ ମଧ୍ୟ ସେସବୁ ମାନିବା ଉଚିତ୍ ? (ଶିଖାଇବା ଅଧ୍ୟୟନ ୭)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଯିହୋବାଙ୍କ ମିତ୍ର ହୁଅ—ନିଜ ପିଲାଙ୍କୁ ସୁରକ୍ଷା ଦିଅନ୍ତୁ: (୫ ମି.) ଜଣେ ପ୍ରାଚୀନଙ୍କ ଦ୍ୱାରା ଭାଷଣ । ଭିଡିଓ ଦେଖାନ୍ତୁ । ତାʼପରେ କୁହନ୍ତୁ ଯେ ଭିଡିଓରୁ କʼଣ ଶିଖିବାକୁ ମିଳିଲା ।—ହିତୋ ୨୨:୩.
“ପିତାମାତାମାନେ, ପିଲାଙ୍କୁ ଯାହା ଜଣାଇବା ଜରୁରୀ ତାହା ଜଣାନ୍ତୁ”: (୧୦ ମି.) ଆଲୋଚନା; ଏପରି ଗୃହ ନିର୍ମାଣ କରନ୍ତୁ, ଯାହା ସ୍ଥାୟୀ ରହିବ—‘ଅସତ୍ ବିଷୟରୁ’ ଆପଣଙ୍କ ପିଲାଙ୍କୁ ସୁରକ୍ଷା ଦିଅନ୍ତୁ ନାମକ ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୧୪ ¶୧-୯
ଶେଷ ଟିପ୍ପଣୀ (୩ ମି.)
ଗୀତ ୪୨ ଏବଂ ପ୍ରାର୍ଥନା