୮-୧୪ ଫେବୃୟାରୀ
ଗଣନା ପୁସ୍ତକ ୧-୨
ଗୀତ ୧୨୩ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯିହୋବା ନିଜ ଲୋକମାନଙ୍କୁ ବ୍ୟବସ୍ଥିତ କରନ୍ତି”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଗଣ ୧:୨, ୩—ଇସ୍ରାଏଲ ରାଷ୍ଟ୍ରରେ ଲୋକମାନଙ୍କର ନାମ ପଞ୍ଜୀକରଣ କାହିଁକି କରାଯାଉଥିଲା ? (ଇନସାଇଟ୍-୨ ପୃ ୭୬୪)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଗଣ ୧:୧-୧୯ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ବ୍ୟକ୍ତି ଜଣକୁ ପଚାରନ୍ତୁ ଯେ କʼଣ ସେ ବାଇବଲ ଅଧ୍ୟୟନ କରିବାକୁ ଚାହିଁବେ । ତାʼପରେ ବାଇବଲ ଅଧ୍ୟୟନ କିପରି ହୁଏ ? ଭିଡିଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) ଏବଂ ଆଲୋଚନା କରନ୍ତୁ । (ଶିଖାଇବା ଅଧ୍ୟୟନ ୯)
ପୁନଃସାକ୍ଷାତ: (୪ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ବ୍ୟକ୍ତି ଜଣକ ଯେଉଁ ବିଷୟରେ ଆଗ୍ରହ ଦେଖାନ୍ତି, ସେ ଅନୁସାରେ କଥା ଆଗକୁ ବଢ଼ାନ୍ତୁ ଏବଂ କୌଣସି ପଦ ଦେଖାନ୍ତୁ । (ଶିଖାଇବା ଅଧ୍ୟୟନ ୧୨)
ଭାଷଣ: (୫ ମି.) ପ୍ର୦୮-ଇଂ ୭/୧ ପୃ ୨୧—ବିଷୟବସ୍ତୁ: ଇସ୍ରାଏଲରେ ପ୍ରକୃତରେ ୧୩ଟି ଗୋଷ୍ଠୀ ଥିବା ସତ୍ତ୍ୱେ ବାଇବଲରେ କାହିଁକି କେବଳ ୧୨ଟି ଗୋଷ୍ଠୀ ବିଷୟରେ ଉଲ୍ଲେଖ କରାଯାଇଛି ? (ଶିଖାଇବା ଅଧ୍ୟୟନ ୭)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଚାର କରିବା ପାଇଁ ବ୍ୟବସ୍ଥିତ”: (୧୦ ମି.) ଆଲୋଚନା; ଯିହୋବାଙ୍କ ମିତ୍ର ହୁଅ—ଅନ୍ୟ ଭାଷାରେ ପ୍ରଚାର କର ନାମକ ଭିଡିଓ ଦେଖାନ୍ତୁ । ତାʼପରେ JW ଲାଙ୍ଗୁଏଜ୍ ଆପ୍ର କିଛି ଫିଚର୍ ବିଷୟରେ କୁହନ୍ତୁ ।
ମଣ୍ଡଳୀର ଆବଶ୍ୟକତା: (୫ ମି.)
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୧୫ ¶୨୨-୨୩, ପୃ ୨୧୦-୨୧୨
ଶେଷ ଟିପ୍ପଣୀ (୩ ମି.)
ଗୀତ ୨୧ ଏବଂ ପ୍ରାର୍ଥନା