ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ଯିହୋବା ନିଜ ଲୋକମାନଙ୍କୁ ବ୍ୟବସ୍ଥିତ କରନ୍ତି
[ଗଣନା ପୁସ୍ତକ ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ ।]
ଇସ୍ରାଏଲୀୟମାନଙ୍କର ତିନି ତିନି ଗୋଷ୍ଠୀର ଦଳ ଗୋଟିଏ ଜାଗାରେ ତମ୍ବୁ ପକାଉଥିଲେ (ଗଣ ୧:୫୨, ୫୩; ପ୍ର୯୪-ହି ୧୨/୧ ପୃ ୯ ¶୪)
ଇସ୍ରାଏଲୀୟମାନଙ୍କର ସମଗ୍ର ଛାଉଣିର ଲୋକମାନଙ୍କ ସଂଖ୍ୟା ୩୦,୦୦,୦୦୦ କିମ୍ବା ତାʼଠାରୁ ଅଧିକ ଥିବ (ଗଣ ୨:୩୨, ୩୩; ଇନସାଇଟ୍-୧ ପୃ ୩୯୭ ¶୪)
ଯିହୋବା ଚାହାନ୍ତି ଯେ ତାହାଙ୍କ ଲୋକମାନେ ବ୍ୟବସ୍ଥିତ ଭାବେ ତାହାଙ୍କର ଉପାସନା କରନ୍ତୁ । ସେ ଇସ୍ରାଏଲୀୟମାନଙ୍କଠାରୁ ଏହା ହିଁ ଆଶା କରୁଥିଲେ ଏବଂ ସେ ଆଜି ଆମଠାରୁ ମଧ୍ୟ ଏହା ଆଶା କରନ୍ତି ।—୧କରି ୧୪:୩୩, ୪୦.
ନିଜକୁ ପଚାରନ୍ତୁ, ଯିହୋବାଙ୍କ ସଂଗଠନରେ ଯାହା ମଧ୍ୟ ବ୍ୟବସ୍ଥା କରାଯାଇଛି, କʼଣ ମୁଁ ତାହା ପାଳନ କରୁଛି ? ଏହା ପାଇଁ ମୁଁ ଆଉ କʼଣ କʼଣ କରିବା ଉଚିତ୍ ?