ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଚାର କରିବାର ନମୁନା
ପ୍ରଥମ ସାକ୍ଷାତ a
ପ୍ରଶ୍ନ: ଆପଣ ସମସ୍ୟାଗୁଡ଼ିକର ସାମନା କିପରି କରନ୍ତି ?
ପଦ: ଗୀତ ୧୪୫:୧୮, ୧୯
ଆର ଥରକୁ: କିଛି ଲୋକ କହନ୍ତି ପ୍ରାର୍ଥନା ସେମାନଙ୍କୁ ସମସ୍ୟାଗୁଡ଼ିକର ସାମନା କରିବାରେ ସାହାଯ୍ୟ କରେ । କʼଣ ଆପଣଙ୍କୁ ମଧ୍ୟ ଏହା ସାହାଯ୍ୟ କରେ ?
ଏହି ପଦ ଶିକ୍ଷା ଉପକରଣ ବକ୍ସରେ ଦେଖନ୍ତୁ:
ପୁନଃସାକ୍ଷାତ b
ପ୍ରଶ୍ନ: କିଛି ଲୋକ କହନ୍ତି ପ୍ରାର୍ଥନା ସେମାନଙ୍କୁ ସମସ୍ୟାଗୁଡ଼ିକର ସାମନା କରିବାରେ ସାହାଯ୍ୟ କରେ । କʼଣ ଆପଣଙ୍କୁ ମଧ୍ୟ ଏହା ସାହାଯ୍ୟ କରେ ?
ପ୍ରଶ୍ନ: ଯିଶା ୪୮:୧୭, ୧୮
ଆର ଥରକୁ: ପ୍ରାର୍ଥନା ଛଡ଼ା, ଆମକୁ ସଠିକ୍ ପରାମର୍ଶ ଓ ଜୀବନରେ ଖୁସି ପାଇବା ପାଇଁ ବୁଦ୍ଧି ଦରକାର । ତାହା ଆମେ କେଉଁଠୁ ପାଇପାରିବା ?
ଏହି ପଦ ଶିକ୍ଷା ଉପକରଣ ବକ୍ସରେ ଦେଖନ୍ତୁ: