ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ଈଶ୍ୱରଙ୍କ ଆଜ୍ଞା ନ ମାନିଲେ ଆମର ହିଁ କ୍ଷତି ହୋଇଥାଏ
ମୀଖା ନିଜ ମାଆଙ୍କ ପଇସା ଚୋରି କଲେ (ବିଚା ୧୭:୧, ୨)
ମୀଖା ମୂର୍ତ୍ତିପୂଜା କଲେ ଓ ଯିହୋବାଙ୍କ ଉପାସନା ସହ ଯୋଡ଼ିତ ବ୍ୟବସ୍ଥାକୁ ସେ ମାନିଲେ ନାହିଁ (ବିଚା ୧୭:୪, ୫, ୧୨; ଇନସାଇଟ୍-୨ ପୃ ୩୯୦-୩୯୧)
ଶେଷରେ ମୀଖା ସବୁକିଛି ହରାଇଲେ (ବିଚା ୧୮:୨୪-୨୬; ଇନସାଇଟ୍-୨ ପୃ ୩୯୧ ¶୨)
ନିଜକୁ ପଚାରନ୍ତୁ, ‘ଯିହୋବାଙ୍କ ଆଜ୍ଞା ମାନିବା ଯୋଗୁଁ ମୋର କିପରି ଲାଭ ହୋଇଛି ?’