୧୭-୨୩ ଜାନୁୟାରୀ
ବିଚାରକର୍ତ୍ତା ୨୦-୨୧
ଗୀତ ୪୭ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯିହୋବାଙ୍କଠାରୁ ପରାମର୍ଶ ନେବା ଜାରି ରଖନ୍ତୁ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ବିଚା ୨୦:୧୬—ପ୍ରାଚୀନ ମସୟରେ ଯୁଦ୍ଧରେ ଛାଟିଣିର ବ୍ୟବହାର କିପରି କରାଯାଉଥିଲା ? (ପ୍ର୧୪-ଇଂ ୫/୧ ପୃ ୧୧ ¶୪-୬)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ବିଚାରକର୍ତ୍ତା ୨୦:୧-୧୩ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଶିଖାଇବା ଅଧ୍ୟୟନ ୫)
ପୁନଃସାକ୍ଷାତ: (୪ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ଯିହୋବାଙ୍କ ସାକ୍ଷୀ—ଆମେ କିଏ ଅଟୁ ? ଭିଡିଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) । (ଶିଖାଇବା ଅଧ୍ୟୟନ ୧୭)
ବାଇବଲ ଅଧ୍ୟୟନ: (୫ ମି.) ଜୀବନ ପୁସ୍ତିକା ପାଠ ୦୩ ¶୧ ଏବଂ ପଏଣ୍ଟ ନଂ. ୧-୩ (ଶିଖାଇବା ଅଧ୍ୟୟନ ୪)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ସୃଷ୍ଟିକୁ ଦେଖି ଯିହୋବାଙ୍କ ଉପରେ ଆମର ଭରସା ବଢ଼େ”: (୧୫ ମି.) ଆଲୋଚନା; କʼଣ ଏହାକୁ ସୃଷ୍ଟି କରାଯାଇଥିଲା ? ପିମ୍ପୁଡ଼ିମାନେ ପରସ୍ପର ମଧ୍ୟରେ କାହିଁକି ଧକ୍କା ହୁଅନ୍ତି ନାହିଁ ? ଏବଂ କʼଣ ଏହାକୁ ସୃଷ୍ଟି କରାଯାଇଥିଲା ? ଭଁଅର ଜୋର ପବନରେ ମଧ୍ୟ ଉଡ଼ିପାରେ ନାମକ ଭିଡିଓ ଦେଖାନ୍ତୁ । ସମସ୍ତଙ୍କୁ ଉତ୍ସାହିତ କରନ୍ତୁ ଯେ ସେମାନେ ନିଜ ପାରିବାରିକ ଉପାସନାରେ “କʼଣ ଏହାକୁ ସୃଷ୍ଟି କରା ଯାଇଥିଲା ?” ଶୃଙ୍ଖଳା ଉପରେ ଆଲୋଚନା କରନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୧୪, ପ୍ରଶ୍ନ ୩-୪, ପୃ ୨୯
ଶେଷ ଟିପ୍ପଣୀ (୩ ମି.)
ଗୀତ ୬୭ ଏବଂ ପ୍ରାର୍ଥନା