୨୪-୩୦ ଜାନୁୟାରୀ
ରୂତ ୧-୨
ଗୀତ ୧୦୮ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଅଟଳ ପ୍ରେମ କରିବା ଜାରି ରଖନ୍ତୁ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ରୂତ ୧:୨୦, ୨୧—ନୟମୀ ଏପରି କାହିଁକି କହିଲେ ଯେ ଯିହୋବା ତାଙ୍କ ଜୀବନରେ ଦୁଃଖ ଭରି ଦେଇଛନ୍ତି ? (ପ୍ର୦୫-ହି ୩/୧ ପୃ ୨୭ ¶୧)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ରୂତ ୧:୧-୧୭ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଶିଖାଇବା ଅଧ୍ୟୟନ ୧୨)
ପୁନଃସାକ୍ଷାତ: (୪ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ବାଇବଲ କାହିଁକି ଅଧ୍ୟୟନ କରିବା ? ଭିଡିଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) ଏବଂ ଆଲୋଚନା କରନ୍ତୁ । (ଶିଖାଇବା ଅଧ୍ୟୟନ ୯)
ଭାଷଣ: (୫ ମି.) ଅନୁକରଣ କରନ୍ତୁ (ହିନ୍ଦୀ) ପୃ ୪୩-୪୪ ¶୫-୯—ବିଷୟବସ୍ତୁ: ପରିବାର କାହାକୁ କହନ୍ତି ? (ଶିଖାଇବା ଅଧ୍ୟୟନ ୨୦)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ଯିହୋବା ଆପଣଙ୍କୁ ଅଟଳ ପ୍ରେମ କରନ୍ତି”: (୧୫ ମି.) ଆଲୋଚନା; ୨୦୧୯ର ପ୍ରବନ୍ଧକ ସମିତି ରିପୋର୍ଟ ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୧୫, ପ୍ରଶ୍ନ ୧-୨, ପୃ ୩୦
ଶେଷ ଟିପ୍ପଣୀ (୩ ମି.)
ଗୀତ ୧୫୦ ଏବଂ ପ୍ରାର୍ଥନା