୨୮ ଫେବୃୟାରୀ–୬ ମାର୍ଚ୍ଚ
୧ ଶାମୁୟେଲ ୯-୧୧
ଗୀତ ୧୨୧ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଶାଉଲ ପ୍ରଥମେ ନମ୍ର ଥିଲେ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୧ଶାମୁ ୯:୯—ଏହି ପଦର ଅର୍ଥ କʼଣ ? (ପ୍ର୦୫-ହି ୩/୧୫ ପୃ ୨୨ ¶୮)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୧ଶାମୁ ୯:୧-୧୦ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
“ପ୍ରଚାର ସେବାରେ ଆହୁରି ଖୁସି ପାଆନ୍ତୁ—ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଖରାପ ସାଙ୍ଗମାନଙ୍କୁ ଛାଡ଼ିବା ପାଇଁ ଶିଖାନ୍ତୁ”: (୧୦ ମି.) ଆଲୋଚନା; ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଖରାପ ସାଙ୍ଗମାନଙ୍କୁ ଛାଡ଼ିବା ପାଇଁ ଶିଖାନ୍ତୁ ନାମକ ଭିଡିଓ ଦେଖାନ୍ତୁ ।
ଭାଷଣ: (୫ ମି.) ପ୍ର୧୫-ହି ୪/୧୫ ପୃ ୬-୭ ¶୧୬-୨୦—ବିଷୟବସ୍ତୁ: ଭଲ ଭାବରେ ଶିଖାଇବାର ଉପାୟ (ଶିଖାଇବା ଅଧ୍ୟୟନ ୧୯)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ବାର୍ଷିକ ସେବା ରିପୋର୍ଟ: (୧୫ ମି.) ଜଣେ ପ୍ରାଚୀନଙ୍କ ଦ୍ୱାରା ଭାଷଣ । ଏହି ରିପୋର୍ଟ ବିଷୟରେ ଶାଖା କାର୍ଯ୍ୟାଳୟରୁ ମିଳିଥିବା ଘୋଷଣା ପଢ଼ନ୍ତୁ । ତାʼପରେ, ପୂର୍ବରୁ ବଛାଯାଇଥିବା ଏପରି କିଛି ପ୍ରଚାରକଙ୍କ ସାକ୍ଷାତ୍କାର ନିଅନ୍ତୁ, ଯେଉଁମାନଙ୍କୁ ଗତ ବର୍ଷ ପ୍ରଚାର ସେବାରେ ଭଲ ଅନୁଭୂତି ମିଳିଥିଲା ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପରମେଶ୍ୱରଙ୍କ ବଚନର ପରିଚୟ ପରିଚୟ ଏବଂ ପ୍ରଶ୍ନ ୧-୨
ଶେଷ ଟିପ୍ପଣୀ (୩ ମି.)
ଗୀତ ୨୮ ଏବଂ ପ୍ରାର୍ଥନା