ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ଉତ୍ତମ ନାମ କମାନ୍ତୁ
ରୂତ ଅନ୍ୟମାନଙ୍କୁ ସାହାଯ୍ୟ କଲେ (ରୂତ ୩:୧୦; ଅନୁକରଣ କରନ୍ତୁ (ହିନ୍ଦୀ) ପୃ ୪୭ ¶୧୮)
ରୂତ ଜଣେ ଧାର୍ମିକ ସ୍ତ୍ରୀ ନାମରେ ଜଣା ଗଲା (ରୂତ ୩:୧୧; ଅନୁକରଣ କରନ୍ତୁ (ହିନ୍ଦୀ) ପୃ ୪୮ ¶୨୧)
ଯିହୋବା ରୂତଙ୍କ ଭଲ ଗୁଣଗୁଡ଼ିକ ଉପରେ ଧ୍ୟାନ ଦେଲେ ଓ ତାଙ୍କୁ ଆଶିଷ ଦେଲେ (ରୂତ ୪:୧୧-୧୩; ଅନୁକରଣ କରନ୍ତୁ (ହିନ୍ଦୀ) ପୃ ୫୦ ¶୨୫)
ଆପଣ ନିଜ ଭିତରେ କେଉଁ ଗୁଣ ବଢ଼ାଇବାକୁ ଚାହାନ୍ତି, ଯାହାଦ୍ୱାରା ଲୋକମାନେ ଆପଣଙ୍କୁ ଜାଣିବେ ?