୩-୯ ଜାନୁୟାରୀ
ବିଚାରକର୍ତ୍ତା ୧୫-୧୬
ଗୀତ ୧୨୪ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ବିଶ୍ୱାସଘାତକତା ବହୁତ ଲାଜର କଥା”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ବିଚା ୧୬:୧-୩—ଶାମ୍ଶୋନ୍ ବେଶ୍ୟା ପାଖକୁ କାହିଁକି ଯାଇଥିଲେ ? (ପ୍ର୦୫-ହି ୩/୧୫ ପୃ ୨୭ ¶୬)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ବିଚାରକର୍ତ୍ତା ୧୬:୧୮-୩୧ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତର ଭିଡିଓ: (୫ ମି.) ଆଲୋଚନା; ପ୍ରଥମ ସାକ୍ଷାତ: ସମସ୍ୟାଗୁଡ଼ିକୁ ସାମନା କରନ୍ତୁ—ଗୀତ ୧୪୫:୧୮, ୧୯ ଭିଡିଓ ଦେଖାନ୍ତୁ । ଯେତେବେଳେ ଭିଡିଓରେ ପ୍ରଶ୍ନଗୁଡ଼ିକ ଆସେ, ଭିଡିଓକୁ ପଜ୍ କରନ୍ତୁ ଏବଂ ସେହି ପ୍ରଶ୍ନ ପଚାରନ୍ତୁ ।
ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା ଅଧ୍ୟୟନ ୩)
ପ୍ରଥମ ସାକ୍ଷାତ: (୫ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଜୀବନ ପୁସ୍ତିକା ଦିଅନ୍ତୁ ଓ ବାଇବଲ କାହିଁକି ଅଧ୍ୟୟନ କରିବା ? ଭିଡିଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) । (ଶିଖାଇବା ଅଧ୍ୟୟନ ୯)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଆମେ ସାଙ୍ଗରେ ଅଛୁ କେବଳ ବାଇବଲ ଯୋଗୁଁ: (୧୫ ମି.) ଆଲୋଚନା; ଭିଡିଓ ଦେଖାନ୍ତୁ । ତାʼ ପରେ ପ୍ରଶ୍ନ ପଚାରନ୍ତୁ; ଯେତେବେଳେ ଦୁଇ ବିବାହିତ ଦମ୍ପତିଙ୍କ ମଧ୍ୟରେ ସମସ୍ୟା ଥିଲା, ସେତେବେଳେ ବାଇବଲର କେଉଁ ସିଦ୍ଧାନ୍ତଗୁଡ଼ିକରୁ ସେମାନଙ୍କୁ ସାହାଯ୍ୟ ମିଳିଲା ? ପୁଣି ଥରେ ଯିହୋବାଙ୍କ ସେବା ଉତ୍ସାହର ସହିତ କରିବା ଦ୍ୱାରା ସେମାନଙ୍କୁ କʼଣ ଲାଭ ହେଲା ? ଯେତେବେଳେ ବିବାହିତ ଜୀବନରେ ସମସ୍ୟା ଆସେ, ପତିପତ୍ନୀଙ୍କୁ କାହିଁକି ହାର ମାନିବା ଉଚିତ ନୁହଁ ? ପତିପତ୍ନୀ କାହାଠାରୁ ସାହାଯ୍ୟ ମାଗିପାରିବେ ?—ଯାକୁବ ୫:୧୪, ୧୫.
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୧୩, ପ୍ରଶ୍ନ ୩-୪, ପୃ ୨୭
ଶେଷ ଟିପ୍ପଣୀ (୩ ମି.)
ଗୀତ ୪୦ ଏବଂ ପ୍ରାର୍ଥନା