ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ବିଶ୍ୱାସଘାତକତା ବହୁତ ଲାଜର କଥା
ଶାମ୍ଶୋନ୍ଙ୍କୁ ଧୋକା ଦେବା ପାଇଁ ଦଲୀଲାଙ୍କୁ ପଇସାର ଲାଳସା ଦିଆଗଲା (ବିଚା ୧୬:୪, ୫; ପ୍ର୧୨-ହି ୪/୧୫ ପୃ ୮ ¶୪)
ଶାମ୍ଶୋନ୍ ନିଜ ରହସ୍ୟ ନ କହିବା ପର୍ଯ୍ୟନ୍ତ ଦଲୀଲା ତାʼପଛରେ ପଡ଼ିରହିଲା (ବିଚା ୧୬:୧୫-୧୮; ପ୍ର୦୫-ହି ୧/୧୫ ପୃ ୨୭ ¶୪)
ଖ୍ରୀଷ୍ଟିୟାନମାନଙ୍କୁ ନିଜ ପରିବାର ଲୋକଙ୍କ ଏବଂ ମଣ୍ଡଳୀର ବିଶ୍ୱସ୍ତ ରହିବା ଉଚିତ୍ (୧ଥେସ ୨:୧୦; ପ୍ର୧୨-ହି ୪/୧୫ ପୃ ୧୧-୧୨ ¶୧୫-୧୬)
ଯେଉଁମାନେ ବିଶ୍ୱସ୍ତ ରହନ୍ତି ଯିହୋବା ସେମାନଙ୍କୁ ଆଶିଷ ଦିଅନ୍ତି ।—ଗୀତ ୧୮:୨୫, ୨୬.