୭–୧୩ ଫେବୃୟାରୀ
୧ ଶାମୁୟେଲ ୧-୨
ଗୀତ ୪୪ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ମନ ଖୋଲି ଯିହୋବାଙ୍କଠାରେ ପ୍ରାର୍ଥନା କରନ୍ତୁ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୧ଶାମୁ ୨:୧୦—ହାନ୍ନା ନିଜ ପ୍ରାର୍ଥନାରେ ଏପରି କାହିଁକି କହିଲେ ଯେ ‘ଆପଣା ରାଜାକୁ ବଳ ଦେବେ,’ ଯେବେ କି ସେ ସମୟରେ କୌଣସି ରାଜା ନ ଥିଲେ ? (ପ୍ର୦୫-ହି ୩/୧୫ ପୃ ୨୧ ¶୫)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୧ଶାମୁ ୧:୧-୧୮ (ଶିଖାଇବା ଅଧ୍ୟୟନ ୧୨)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଶିଖାଇବା ଅଧ୍ୟୟନ ୩)
ପୁନଃସାକ୍ଷାତ: (୪ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକା ଦିଅନ୍ତୁ, ଏବଂ “ଏହି ପୁସ୍ତିକାରୁ ଅଧିକରୁ ଅଧିକ ଲାଭ ପାଇବା ପାଇଁ କʼଣ କରିବା ?” ଭାଗ ଉପରେ ଆଲୋଚନା କରନ୍ତୁ । (ଶିଖାଇବା ଅଧ୍ୟୟନ ୨୦)
ବାଇବଲ ଅଧ୍ୟୟନ: (୫ ମି.) ଜୀବନ ପୁସ୍ତିକା ପାଠ ୦୩ ପଏଣ୍ଟ ନଂ. ୫ (ଶିଖାଇବା ଅଧ୍ୟୟନ ୧୩)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“କିଶୋର-କିଶୋରୀ—ବାପା ମାଆଙ୍କୁ ନିଜ ମନ କଥା କହନ୍ତୁ”: (୧୫ ମି.) ଆଲୋଚନା; କିଶୋର-କିଶୋରୀ—ସମସ୍ୟା ଓ ତାର ସମାଧାନ—ବାପା ମାଆଙ୍କ ସହ କଥା ହେବେ କିପରି ?
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ସୁଖୀ ପରିବାରର ରହସ୍ୟ କʼଣ ? ସମ୍ପୂର୍ଣ୍ଣ ଟ୍ରାକ୍ଟ
ଶେଷ ଟିପ୍ପଣୀ (୩ ମି.)
ଗୀତ ୯୬ ଏବଂ ପ୍ରାର୍ଥନା