इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

କଥାବାର୍ତ୍ତା କିପରି କରିବା ?

କଥାବାର୍ତ୍ତା କିପରି କରିବା ?

ପ୍ରଥମ ସାକ୍ଷାତ

ପ୍ରଶ୍ନ: ଆମେ ଅନ୍ୟମାନଙ୍କ ସହ କିପରି ଭଲ ସମ୍ପର୍କ ରଖିପାରିବା ?

ପଦ: କଲ ୩:୧୩

ଆର ଥରକୁ: ଅନ୍ୟମାନଙ୍କ ସହ ଆମର କିଛି ସମସ୍ୟା ଥିଲେ, ଆମେ କିପରି ସମାଧାନ କରିପାରିବା ?

ଏହି ପଦ ଶିକ୍ଷା ଉପକରଣ ବକ୍ସରେ ଦେଖନ୍ତୁ:

ପୁନଃସାକ୍ଷାତ

ପ୍ରଶ୍ନ: ଅନ୍ୟମାନଙ୍କ ସହ ଆମର କିଛି ସମସ୍ୟା ଥିଲେ, ଆମେ କିପରି ସମାଧାନ କରିପାରିବା ?

ପଦ: ରୋମୀ ୧୨:୧୮

ଆର ଥରକୁ: ଅନ୍ୟମାନଙ୍କ ସହ ଆମର କିଛି ସମସ୍ୟା ଥିଲେ, ତା’ର ସମାଧାନ କରିବା ପାଇଁ ଆପଣ କାହାଠୁ ପରାମର୍ଶ ନିଅନ୍ତି ?

ଏହି ପଦ ଶିକ୍ଷା ଉପକରଣ ବକ୍ସରେ ଦେଖନ୍ତୁ: