୧୩-୧୯ ଫେବୃୟାରୀ
୧ ବଂଶାବଳୀ ୧୩-୧୬
ଗୀତ ୧୨୩ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ମାର୍ଗଦର୍ଶନ ମାନିଲେ ସଫଳତା ମିଳେ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୧ବଂଶା ୧୬:୩୧—ଲେବୀୟମାନେ ଗୀତରେ ଏହା କାହିଁକି ଗାଇଲେ ଯେ “ସଦାପ୍ରଭୁ ରାଜ୍ୟ କରନ୍ତି” ଅର୍ଥାତ୍ ଯିହୋବା ରାଜା ହୋଇଛନ୍ତି ? (ପ୍ର୧୪-ହି ୧/୧୫ ପୃ ୧୦-୧୧ ¶୧୪)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କ’ଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୧ବଂଶା ୧୩:୧-୧୪ (ଶିଖାଇବା ଅଧ୍ୟୟନ ୧୧)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତା’ ଉପରେ କଥାବାର୍ତ୍ତା ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୧୮)
ପୁନଃସାକ୍ଷାତ: (୪ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତା’ ଉପରେ କଥାବାର୍ତ୍ତା ଆଗକୁ ବଢ଼ାନ୍ତୁ । ଏପରି ଦେଖାନ୍ତୁ ଯେ ଆପଣ ବ୍ୟକ୍ତି ସହ ଅନେକ ଥର କଥାବାର୍ତ୍ତା ହୋଇଛନ୍ତି ଏବଂ ସେ ଆହୁରି ଜାଣିବା ପାଇଁ ଚାହାନ୍ତି । ତା’ପରେ ଆମ ଶିକ୍ଷା ଉପକରଣ ବକ୍ସରୁ ଏକ ପ୍ରକାଶନ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୭)
ଭାଷଣ: (୫ ମି.) ପ୍ର୧୬.୦୧-ହି ପୃ ୧୩-୧୪ ¶୭-୧୦—ବିଷୟବସ୍ତୁ: “ଖ୍ରୀଷ୍ଟଙ୍କ ପ୍ରେମ ଆମମାନଙ୍କୁ ବାଧ୍ୟ କରେ ।”—୨ କରି ୫:୧୪. (ଶିଖାଇବା ଅଧ୍ୟୟନ ୮)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଯିହୋବାଙ୍କ ମିତ୍ର ହୁଅ—ସଭାରେ ଧ୍ୟାନ ଦିଅ: (୫ ମି.) ଆଲୋଚନା; ଭିଡିଓ ଦେଖାନ୍ତୁ । ଯଦି ସମ୍ଭବ, କିଛି ଛୋଟ ପିଲାଙ୍କୁ ପଚାରନ୍ତୁ: ଆମେ ସଭାରେ କାହିଁକି ଧ୍ୟାନ ଦେଇ ଶୁଣିବା ଉଚିତ୍ ? ତା’ପାଇଁ ତମେ କ’ଣ କରିପାରିବ ?
ମଣ୍ଡଳୀର ଆବଶ୍ୟକତା: (୧୦ ମି.)
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୩୭ ପଏଣ୍ଟ ନଂ. ୬ ଏବଂ ଆମେ କ’ଣ ଶିଖିଲୁ ?, ଆପଣ କ’ଣ କହିବେ ? ଏବଂ ଲକ୍ଷ୍ୟ
ଶେଷ ଟିପ୍ପଣୀ (୩ ମି.)
ଗୀତ ୨୧ ଏବଂ ପ୍ରାର୍ଥନା