इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ମାର୍ଗଦର୍ଶନ ମାନିଲେ ସଫଳତା ମିଳେ

ମାର୍ଗଦର୍ଶନ ମାନିଲେ ସଫଳତା ମିଳେ

ଦାଉଦ ନିୟମ ସିନ୍ଦୁକକୁ ପୁଣି ଥରେ ଯିରୂଶାଲମ ଆଣିବାକୁ ଚାହୁଁଥିଲେ (୧ବଂଶା ୧୩:୩)

କିନ୍ତୁ ସେ ବିଫଳ ହେଲେ, କାରଣ ସେ ଭୁଲ ଉପାୟରେ ସିନ୍ଦୁକକୁ ଆଣୁଥିଲେ (୧ବଂଶା ୧୫:୧୩; ପ୍ର୦୩-ହି ୫/୧ ପୃ ୧୦-୧୧ ¶୧୨)

ତା’ପରେ ସେ ଯାଞ୍ଚ କରିଲେ ଯେ ଯିହୋବା ଏବିଷୟରେ କ’ଣ ମାର୍ଗଦର୍ଶନ ଦେଇଛନ୍ତି, ଆଉ ସେ ସିନ୍ଦୁକ ଆଣିବାରେ ସଫଳ ହେଲେ (୧ବଂଶା ୧୫:୨; ୧୬:୧୧; ପ୍ର୦୩-ହି ୫/୧ ପୃ ୧୧ ¶୧୩)

ଯିହୋବା ଆମ ଭଲ ଉଦ୍ଦେଶ୍ୟ ଦେଖି ଖୁସି ହୁଅନ୍ତି, କିନ୍ତୁ ସେ ଆମ କାମକୁ ତେବେ ଗ୍ରହଣ କରିବେ ଯେବେ ଆମେ ତାଙ୍କ ମାର୍ଗଦର୍ଶନ ମାନିବା ।—ଦ୍ବିବି ୩୦:୧୬.