ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ବାଇବଲରେ ଥିବା କଥାଗୁଡ଼ିକ କାହାଣୀ ନୁହେଁ, ଏହା ସତ ଘଟଣା
[ପ୍ରଥମ ବଂଶାବଳୀ ବହିର ପରିଚୟ ଭିଡିଓ ଦେଖାନ୍ତୁ ।]
ଆଦମ ପ୍ରକୃତରେ ଥିଲା (୧ବଂଶା ୧:୧; ପ୍ର୦୯-ଇଂ ୯/୧ ପୃ ୧୪ ¶୧)
ନୋହ ମଧ୍ୟ ପ୍ରକୃତରେ ଥିଲେ (୧ବଂଶା ୧:୪; ପ୍ର୦୮-ହି ୭/୧ ପୃ ୧୭ ¶୪)
ଯେବେ ଆମେ ଏହା ବିଶ୍ବାସ କରୁ ଯେ ବାଇବଲରେ ଦିଆଯାଇଥିବା ଲୋକମାନେ କାଳ୍ପନିକ ନୁହନ୍ତି ବରଂ ସତରେ ଥିଲେ, ସେତେବେଳେ ଆମେ ତାଙ୍କଠାରୁ ବହୁତ କିଛି ଶିଖିପାରୁ ଆଉ ଏଥିରୁ ଆମକୁ ଅନେକ ଲାଭ ହୁଏ ।—୧କରି ୧୫:୨୨; ପ୍ର୦୯-ଇଂ ୯/୧ ପୃ ୧୪-୧୫.