୨୦-୨୬ ଫେବୃୟାରୀ
୧ ବଂଶାବଳୀ ୧୭-୧୯
ଗୀତ ୧୧୦ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଆଶା ପୂରା ନ ହେଲେ ମଧ୍ୟ ଖୁସି ରହନ୍ତୁ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୧ବଂଶା ୧୭:୧୬-୧୮—ଦାଉଦଙ୍କ ଭଳି ଆମେ କେଉଁ କଥାର ଭରସା ରଖିପାରିବା ? (ପ୍ର୨୦.୦୨-ହି ପୃ ୧୨, ବକ୍ସ)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କ’ଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୧ବଂଶା ୧୮:୧-୧୭ (ଶିଖାଇବା ଅଧ୍ୟୟନ ୨)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତା’ ଉପରେ କଥାବାର୍ତ୍ତା ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୧୭)
ପୁନଃସାକ୍ଷାତ: (୪ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତା’ ଉପରେ କଥାବାର୍ତ୍ତା ଆଗକୁ ବଢ଼ାନ୍ତୁ । ଏପରି ଦେଖାନ୍ତୁ ଯେ ଆପଣ ବ୍ୟକ୍ତି ସହ ଅନେକ ଥର କଥାବାର୍ତ୍ତା ହୋଇଛନ୍ତି ଏବଂ ସେ ଆହୁରି ଜାଣିବା ପାଇଁ ଚାହାନ୍ତି । ତା’ପରେ ଆମ ଶିକ୍ଷା ଉପକରଣ ବକ୍ସରୁ ଏକ ପ୍ରକାଶନ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୩)
ବାଇବଲ ଅଧ୍ୟୟନ: (୫ ମି.) ଜୀବନ ବହି ପାଠ ୦୯ ପଏଣ୍ଟ ନଂ. ୪ (ଶିଖାଇବା ଅଧ୍ୟୟନ ୯)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ବାର୍ଷିକ ସେବା ରିପୋର୍ଟ: (୧୫ ମି.) ଆଲୋଚନା; ଏହି ରିପୋର୍ଟ ବିଷୟରେ ଶାଖା କାର୍ଯ୍ୟାଳୟରୁ ମିଳିଥିବା ଘୋଷଣା ପଢ଼ନ୍ତୁ । ତା’ପରେ ଉପସ୍ଥିତ ଲୋକମାନଙ୍କୁ ୨୦୨୨ ବିଶ୍ବବ୍ୟାପୀ ଯିହୋବାଙ୍କ ସାକ୍ଷୀମାନଙ୍କର ସେବା ବର୍ଷର ରିପୋର୍ଟର କିଛି ବିଶେଷ କଥା କହିବା ପାଇଁ କହନ୍ତୁ । ତା’ପରେ, ପୂର୍ବରୁ ବଛାଯାଇଥିବା ଏପରି କିଛି ପ୍ରଚାରକଙ୍କ ସାକ୍ଷାତ୍କାର ନିଅନ୍ତୁ, ଯେଉଁମାନଙ୍କୁ ଗତ ବର୍ଷ ପ୍ରଚାର ସେବାରେ ଭଲ ଅନୁଭୂତି ମିଳିଥିଲା ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୩୮ ପଏଣ୍ଟ ନଂ. ୧-୪
ଶେଷ ଟିପ୍ପଣୀ (୩ ମି.)
ଗୀତ ୧୪୧ ଏବଂ ପ୍ରାର୍ଥନା