ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ଆଶା ପୂରା ନ ହେଲେ ମଧ୍ୟ ଖୁସି ରହନ୍ତୁ
ଦାଉଦ ହୃଦୟରୁ ଯିହୋବାଙ୍କ ପାଇଁ ଗୋଟିଏ ସୁନ୍ଦର ମନ୍ଦିର ତିଆରି କରିବାକୁ ଚାହୁଁଥିଲେ (୧ବଂଶା ୧୭:୧, ୨; ପ୍ର୦୬-ହି ୮/୧ ପୃ ୧୨ ¶୧)
ଯିହୋବା ଦାଉଦଙ୍କୁ କହିଲେ ଯେ ଦାଉଦ ତାଙ୍କ ପାଇଁ ମନ୍ଦିର ତିଆରି କରିପାରିବେ ନାହିଁ (୧ବଂଶା ୧୭:୪)
ଦାଉଦ ସେହି କାମ ମନପ୍ରାଣ ଦେଇ କରୁଥିଲେ, ଯାହା ଯିହୋବା ତାଙ୍କୁ ଦେଇଥିଲେ (୧ବଂଶା ୧୭:୭; ୧୮:୧୪)
ଯଦି ଅଧିକ ବୟସ, ଖରାପ ସ୍ବାସ୍ଥ୍ୟ ବା କୌଣସି ଅନ୍ୟ କାରଣ ଯୋଗୁଁ ଆପଣ କୌଣସି ଦାୟିତ୍ବ ତୁଲାଇବା ପାଇଁ ଯୋଗ୍ୟ ହୋଇପାରନ୍ତିନି, ତେବେ ଆମେ ନିରାଶ ହେବା ଉଚିତ୍ ନୁହଁ । ତା’ ପରିବର୍ତ୍ତେ ଆମେ ଯାହା କରିପାରିବା, ତାହା ମନପ୍ରାଣ ଦେଇ କରିବା ଉଚିତ୍ ।—ପ୍ରେରି ୧୮:୫; ପ୍ର୨୧.୦୮-ହି ପୃ ୨୨-୨୩ ¶୧୧.