୨୩-୨୯ ଜାନୁୟାରୀ
୧ ବଂଶାବଳୀ ୪-୬
ଗୀତ ୪୨ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ମୋ ପ୍ରାର୍ଥନାରୁ ମୋ ବିଷୟରେ କ’ଣ ଜଣାପଡ଼େ ?”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୧ବଂଶା ୫:୧୦—ଯେବେ ଆମେ ନିଜ ଜୀବନରେ ପାହାଡ଼ ଭଳି ସମସ୍ୟାର ସାମନା କରୁ, ତେବେ ଆମେ ସେହି ଇସ୍ରାଏଲୀୟମାନଙ୍କଠାରୁ କ’ଣ ଶିଖିପାରିବା ଯେଉଁମାନେ ହାଗରୀୟମାନଙ୍କୁ ହରାଇଥିଲେ ? (ପ୍ର୦୫-ହି ୧୦/୧ ପୃ ୯ ¶୭)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କ’ଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୧ବଂଶା ୬:୬୧-୮୧ (ଶିଖାଇବା ଅଧ୍ୟୟନ ୨)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତା’ ଉପରେ କଥାବାର୍ତ୍ତା ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୩)
ପୁନଃସାକ୍ଷାତ: (୪ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତା’ ଉପରେ କଥାବାର୍ତ୍ତା ଆଗକୁ ବଢ଼ାନ୍ତୁ । ଏପରି ଦେଖାନ୍ତୁ ଯେ ଆପଣ ବ୍ୟକ୍ତି ସହ ଅନେକ ଥର କଥାବାର୍ତ୍ତା ହୋଇଛନ୍ତି ଏବଂ ସେ ଆହୁରି ଜାଣିବା ପାଇଁ ଚାହାନ୍ତି । ତା’ପରେ ବାଇବଲ କାହିଁକି ଅଧ୍ୟୟନ କରିବା ? ଭିଡିଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) । (ଶିଖାଇବା ଅଧ୍ୟୟନ ୧୪)
ବାଇବଲ ଅଧ୍ୟୟନ: (୫ ମି.) ଜୀବନ ପାଠ ୦୮ ଆମେ କ’ଣ ଶିଖିଲୁ ?, ଆପଣ କ’ଣ କହିବେ ? ଏବଂ ଲକ୍ଷ୍ୟ (ଶିଖାଇବା ଅଧ୍ୟୟନ ୯)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ଚିକିତ୍ସା ସହ ଜଡ଼ିତ ସମସ୍ୟାର ସାମନା କରିବା ପାଇଁ ଏବେଠୁ ପ୍ରସ୍ତୁତି କରନ୍ତୁ”: (୧୫ ମି.) ଆଲୋଚନା ଏବଂ ଭିଡିଓ । ଏହି ଭାଗକୁ ଜଣେ ପ୍ରାଚୀନ କରିବେ । ଭିଡିଓ ଦେଖାଇବା ପରେ ଅଧିକରୁ ଅଧିକ ଲୋକମାନଙ୍କୁ ଉତ୍ତର ଦେବା ପାଇଁ ସୁଯୋଗ ଦିଅନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୩୫
ଶେଷ ଟିପ୍ପଣୀ (୩ ମି.)
ଗୀତ ୮୮ ଏବଂ ପ୍ରାର୍ଥନା