ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ମୋ ପ୍ରାର୍ଥନାରୁ ମୋ ବିଷୟରେ କ’ଣ ଜଣାପଡ଼େ ?
ଯାବେଷ୍ଙ୍କୁ ଲୋକମାନେ ବହୁତ ଆଦର ସମ୍ମାନ କରୁଥିଲେ (୧ବଂଶା ୪:୯)
ତାଙ୍କ ପ୍ରାର୍ଥନାରୁ ଜଣାପଡ଼େ ଯେ ସେ ସତ୍ୟ ଉପାସନା ବିଷୟରେ କେତେ ଚିନ୍ତା କରୁଥିଲେ (୧ବଂଶା ୪:୧୦କ; ପ୍ର୧୧-ହି ୪/୧ ପୃ ୨୩ ¶୩-୭)
ଯିହୋବା ଯାବେଷ୍ଙ୍କ ପ୍ରାର୍ଥନାର ଉତ୍ତର ଦେଲେ (୧ ବଂଶା ୪:୧୦ଖ)
ନିଜକୁ ପଚାରନ୍ତୁ: ‘ମୋ ପ୍ରାର୍ଥନାରୁ ମୋ ବିଷୟରେ କ’ଣ ଜଣାପଡ଼େ ?’—ମାଥି ୬:୯, ୧୦.