୨୭ ଫେବୃୟାରୀ–୫ ମାର୍ଚ୍ଚ
୧ ବଂଶାବଳୀ ୨୦–୨୨
ଗୀତ ୧୩୩ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଭଲଭାବେ ସେବା କରିବାରେ ଯୁବାମାନଙ୍କୁ ସାହାଯ୍ୟ କରନ୍ତୁ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୧ବଂଶା ୨୧:୧୫—ଏହି ପଦରୁ ଆମକୁ ଯିହୋବାଙ୍କ ବିଷୟରେ କ’ଣ ଜଣାପଡ଼େ ? (ପ୍ର୦୫-ହି ୧୦/୧ ପୃ ୧୧ ¶୫)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କ’ଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୧ବଂଶା ୨୦:୧-୮ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତା’ ଉପରେ କଥାବାର୍ତ୍ତା ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୧)
ପୁନଃସାକ୍ଷାତ: (୪ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତା’ ଉପରେ କଥାବାର୍ତ୍ତା ଆଗକୁ ବଢ଼ାନ୍ତୁ । ଏପରି ଦେଖାନ୍ତୁ ଯେ ଆପଣ ବ୍ୟକ୍ତି ସହ ଅନେକ ଥର କଥାବାର୍ତ୍ତା ହୋଇଛନ୍ତି ଏବଂ ସେ ଆହୁରି ଜାଣିବା ପାଇଁ ଚାହାନ୍ତି । ତାଙ୍କୁ ସଭାର ନିମନ୍ତ୍ରଣ ପତ୍ର ଦିଅନ୍ତୁ ଏବଂ ରାଜ୍ୟଘରେ କ’ଣ ହୁଏ ? ଭିଡିଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) । (ଶିଖାଇବା ଅଧ୍ୟୟନ ୧୯)
ଭାଷଣ: (୫ ମି.) ପ୍ର୧୬.୦୩-ହି ପୃ ୧୦-୧୧ ¶୧୦-୧୫—ବିଷୟବସ୍ତୁ: ଯୁବାମାନେ, ବାପ୍ତିସ୍ମ ନେବାର ଯୋଗ୍ୟ ହୁଅ । (ଶିଖାଇବା ଅଧ୍ୟୟନ ୧୬)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ବାଇବଲର ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖି ନିଜ ପିଲାମାନଙ୍କୁ ଶିଖାନ୍ତୁ”: (୧୦ ମି.) ଆଲୋଚନା ଏବଂ ଭିଡିଓ ।
ମଣ୍ଡଳୀର ଆବଶ୍ୟକତା: (୫ ମି.)
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୩୮ ପଏଣ୍ଟ ନଂ. ୫ ଏବଂ ଆମେ କ’ଣ ଶିଖିଲୁ ?, ଆପଣ କ’ଣ କହିବେ ? ଏବଂ ଲକ୍ଷ୍ୟ
ଶେଷ ଟିପ୍ପଣୀ (୩ ମି.)
ଗୀତ ୫ ଏବଂ ପ୍ରାର୍ଥନା