୨-୮ ଜାନୁୟାରୀ
୨ ରାଜାବଳୀ ୨୨-୨୩
ଗୀତ ୨୮ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ନମ୍ର ରହିବା କାହିଁକି ଜରୁରୀ ?”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୨ରାଜା ୨୩:୨୪, ୨୫—ଯେଉଁ ଲୋକମାନଙ୍କର ଲାଳନପାଳନ ଖରାପ ପରିବେଶରେ ହୋଇଛି, ସେମାନେ ଯୋଶୀୟଙ୍କଠାରୁ କ’ଣ ଶିଖିପାରିବେ ? (ପ୍ର୦୧-ହି ୪/୧୫ ପୃ ୨୬ ¶୩-୪)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କ’ଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୨ରାଜା ୨୩:୧୬-୨୫ (ଶିଖାଇବା ଅଧ୍ୟୟନ ୨)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତର ଭିଡିଓ: (୫ ମି.) ଆଲୋଚନା; ପ୍ରଥମ ସାକ୍ଷାତ: ଅନ୍ୟମାନଙ୍କ ସହ ଭଲ ସମ୍ପର୍କ—କଲ ୩:୧୩ ଭିଡିଓ ଦେଖାନ୍ତୁ । ଯେତେବେଳେ ଭିଡିଓରେ ପ୍ରଶ୍ନଗୁଡ଼ିକ ଆସେ, ଭିଡିଓକୁ ପଜ୍ କରନ୍ତୁ ଏବଂ ସେହି ପ୍ରଶ୍ନ ପଚାରନ୍ତୁ ।
ପ୍ରଥମ ସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତା’ ଉପରେ କଥାବାର୍ତ୍ତା ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୧)
ପ୍ରଥମ ସାକ୍ଷାତ: (୫ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତା’ ଉପରେ କଥାବାର୍ତ୍ତା ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୧୬)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
କ’ଣ ଆପଣ ନମ୍ର ଅଟନ୍ତି ନା ଅହଂକାରୀ ? (ଯାକୁ ୪:୬): (୧୫ ମି.) ଆଲୋଚନା; ଭିଡିଓ ଦେଖାନ୍ତୁ । ତା’ପରେ ପ୍ରଶ୍ନ ପଚାରନ୍ତୁ: ନମ୍ରତା ଓ ଅହଂକାର ମଧ୍ୟରେ କ’ଣ ପାର୍ଥକ୍ୟ ଅଛି ? ମୋଶାଙ୍କଠାରୁ ଆମେ କ’ଣ ଶିଖିପାରିବା ? ଆପଣ କାହିଁକି ସବୁବେଳେ ନମ୍ର ରହିବା ପାଇଁ ଦୃଢ଼ ସଂକଳ୍ପ କରିଛନ୍ତି ?
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୩୩
ଶେଷ ଟିପ୍ପଣୀ (୩ ମି.)
ଗୀତ ୨୩ ଏବଂ ପ୍ରାର୍ଥନା