इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ନମ୍ର ରହିବା କାହିଁକି ଜରୁରୀ ?

ନମ୍ର ରହିବା କାହିଁକି ଜରୁରୀ ?

ଯୋଶୀୟ ଯିହୋବାଙ୍କୁ ଖୁସି କରିବା ପାଇଁ ତୁରନ୍ତ ପଦକ୍ଷେପ ନେଲେ (୨ରାଜା ୨୨:୧-୫)

ଯୋଶୀୟ ନମ୍ର ଥିଲେ, ସେଥିପାଇଁ ସେ ନିଜ ଭୁଲଗୁଡ଼ିକୁ ମାନିନେଲେ (୨ରାଜା ୨୨:୧୩; ପ୍ର୦୦-ହି ୯/୧୫ ପୃ ୨୯-୩୦)

ଯୋଶୀୟ ନମ୍ର ଥିଲେ, ସେଥିପାଇଁ ଯିହୋବା ତାଙ୍କୁ ଆଶିଷ ଦେଲେ (୨ରାଜା ୨୨:୧୮-୨୦; ପ୍ର୦୦-ହି ୯/୧୫ ପୃ ୩୦ ¶୨)

ଆମକୁ ନମ୍ର ହୋଇ ଯିହୋବାଙ୍କ ମାର୍ଗଦର୍ଶନ ନେବା ଉଚିତ୍‌ ଆଉ ଭୁଲ ହୋଇଗଲେ ତାକୁ ମାନି ନେବା ଉଚିତ୍‌ ଏବଂ ନିଜ ଭିତରେ ସୁଧାର କରିବା ଉଚିତ୍‌ । ଯେବେ ଆମେ ଏପରି କରୁ, ତେବେ ଯିହୋବା ଆମ ଉପରେ ଖୁସି ହୁଅନ୍ତି ଏବଂ ଆମକୁ ଆଶିଷ ଦିଅନ୍ତି ।—ଯାକୁ. ୪:୬.