୩୦ ଜାନୁୟାରୀ–୫ ଫେବୃୟାରୀ
୧ ବଂଶାବଳୀ ୭-୯
ଗୀତ ୮୪ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯିହୋବାଙ୍କ ସାହାଯ୍ୟରେ ଆପଣ କଠିନରୁ କଠିନ କାମ ମଧ୍ୟ କରିପାରିବେ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୧ବଂଶା ୯:୩୩—ଏହି ପଦରୁ କିପରି ଜଣାପଡ଼େ ଯେ ସତ୍ୟ ଉପାସନାରେ ସଙ୍ଗୀତର ବହୁତ ମହତ୍ତ୍ବ ରହିଛି ? (ପ୍ର୧୦-ହି ୧୨/୧୫ ପୃ ୨୧ ¶୬)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କ’ଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୧ବଂଶା ୭:୧-୧୩ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତା’ ଉପରେ କଥାବାର୍ତ୍ତା ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୧୬)
ପୁନଃସାକ୍ଷାତ: (୪ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତା’ ଉପରେ କଥାବାର୍ତ୍ତା ଆଗକୁ ବଢ଼ାନ୍ତୁ । ଏପରି ଦେଖାନ୍ତୁ ଯେ ଆପଣ ବ୍ୟକ୍ତି ସହ ଅନେକ ଥର କଥାବାର୍ତ୍ତା ହୋଇଛନ୍ତି ଏବଂ ସେ ଆହୁରି ଜାଣିବା ପାଇଁ ଚାହାନ୍ତି । ତା’ପରେ ଆମ ଶିକ୍ଷା ଉପକରଣ ବକ୍ସରୁ ଏକ ପ୍ରକାଶନ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୨୦)
ଭାଷଣ: (୫ ମି.) ପ୍ର୨୧.୦୬-ହି ପୃ ୨-୪ ¶୩-୮—ବିଷୟବସ୍ତୁ: ବିଦ୍ୟାର୍ଥୀକୁ ଶିଖିଥିବା କଥାଗୁଡ଼ିକୁ ପାଳନ କରିବା ଶିଖାନ୍ତୁ । (ଶିଖାଇବା ଅଧ୍ୟୟନ ୧୩)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ସମସ୍ୟା ସମୟରେ ଯିହୋବା ଆମକୁ ଧରି ରଖନ୍ତି”: (୧୫ ମି.) ଆଲୋଚନା ଏବଂ ଭିଡିଓ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୩୬
ଶେଷ ଟିପ୍ପଣୀ (୩ ମି.)
ଗୀତ ୩୧ ଏବଂ ପ୍ରାର୍ଥନା