୬-୧୨ ଫେବୃୟାରୀ
୧ ବଂଶାବଳୀ ୧୦-୧୨
ଗୀତ ୯୪ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଈଶ୍ବରଙ୍କ ଇଚ୍ଛା ପୂରା କରିବା ପାଇଁ ଆଗ୍ରହ ବଢ଼ାନ୍ତୁ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୧ବଂଶା ୧୨:୩୩—ସବୂଲୂନ୍ ବଂଶର ୫୦,୦୦୦ ଲୋକମାନେ କିପରି ଏକ ଭଲ ଉଦାହରଣ ଥିଲେ ? (ଇନସାଇଟ୍-୧ ପୃ ୧୦୫୮ ¶୫-୬)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କ’ଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୧ବଂଶା ୧୧:୨୬-୪୭ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତା’ ଉପରେ କଥାବାର୍ତ୍ତା ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୧୨)
ପୁନଃସାକ୍ଷାତ: (୪ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତା’ ଉପରେ କଥାବାର୍ତ୍ତା ଆଗକୁ ବଢ଼ାନ୍ତୁ । ଏପରି ଦେଖାନ୍ତୁ ଯେ ଆପଣ ବ୍ୟକ୍ତି ସହ ଅନେକ ଥର କଥାବାର୍ତ୍ତା ହୋଇଛନ୍ତି ଏବଂ ସେ ଆହୁରି ଜାଣିବା ପାଇଁ ଚାହାନ୍ତି । ତା’ପରେ ବାଇବଲ ଅଧ୍ୟୟନ କିପରି ହୁଏ ? ଭିଡିଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) । (ଶିଖାଇବା ଅଧ୍ୟୟନ ୬)
ବାଇବଲ ଅଧ୍ୟୟନ: (୫ ମି.) ଜୀବନ ବହି ପାଠ ୦୯ ¶୧ ଏବଂ ପଏଣ୍ଟ ନଂ. ୧-୩ (ଶିଖାଇବା ଅଧ୍ୟୟନ ୧୮)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ଈଶ୍ବରଙ୍କ ଚିନ୍ତାଧାରା ଜାଣିବା ପାଇଁ ଚେଷ୍ଟା କରନ୍ତୁ”: (୧୦ ମି.) ଆଲୋଚନା ଏବଂ ଭିଡିଓ ।
“ସ୍ମାରକର ମାସଗୁଡ଼ିକରେ କିଛି ଲକ୍ଷ୍ୟ ରଖନ୍ତୁ”: (୫ ମି.) ଆଲୋଚନା ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୩୭ ପଏଣ୍ଟ ନଂ. ୧-୫
ଶେଷ ଟିପ୍ପଣୀ (୩ ମି.)
ଗୀତ ୯୧ ଏବଂ ପ୍ରାର୍ଥନା