ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ଈଶ୍ବରଙ୍କ ଇଚ୍ଛା ପୂରା କରିବା ପାଇଁ ଆଗ୍ରହ ବଢ଼ାନ୍ତୁ
ଶାଉଲ ଯିହୋବାଙ୍କ ଆଜ୍ଞା ମାନି ନ ଥିଲେ, ସେଥିପାଇଁ ଯିହୋବା ତାଙ୍କୁ ଛାଡ଼ିଦେଲେ (୧ବଂଶା ୧୦:୧୩, ୧୪)
ଯିହୋବା ଶାଉଲଙ୍କ ବଦଳରେ ଦାଉଦଙ୍କୁ ରାଜା ଭାବେ ବାଛିଲେ (୧ବଂଶା ୧୧:୩)
ଦାଉଦ ଶାଉଲଙ୍କ ଭଳି ନ ଥିଲେ । ଦାଉଦ ଯିହୋବାଙ୍କ ଆଜ୍ଞା ମାନିଲେ ଏବଂ ତାଙ୍କ ସିଦ୍ଧାନ୍ତଗୁଡ଼ିକ ଅନୁସାରେ ଚାଲିଲେ (୧ବଂଶା ୧୧:୧୫-୧୯; ପ୍ର୧୨-ହି ୧୧/୧୫ ପୃ ୬ ¶୧୨-୧୩)
ଦାଉଦ ହୃଦୟରୁ ଯିହୋବାଙ୍କ ଇଚ୍ଛା ପୂରା କରିବା ପାଇଁ ଚାହୁଁଥିଲେ । (ଗୀତ ୪୦:୮) ସଠିକ୍ କାମ କରିବା ପାଇଁ ଆମ ଭିତରେ ବି ଏପରି ହିଁ ଇଚ୍ଛା ହେବା କଥା । ଆମେ ଏହି ଇଚ୍ଛାକୁ କିପରି ବଢ଼ାଇପାରିବା ? ଆମକୁ ମାମଲାଗୁଡ଼ିକୁ ସେହି ଦୃଷ୍ଟିରେ ଦେଖିବା କଥା, ଯେପରି ଯିହୋବା ଦେଖନ୍ତି ।—ଗୀତ ୨୫:୪; ପ୍ର୧୮.୦୬-ହି ପୃ ୧୭ ¶୫-୬.