इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ସବୁବେଳେ ମନେରଖନ୍ତୁ ଯେ ସମୟ ବହୁତ କମ୍‌ ରହିଯାଇଛି

ସବୁବେଳେ ମନେରଖନ୍ତୁ ଯେ ସମୟ ବହୁତ କମ୍‌ ରହିଯାଇଛି

ଅନେକ ବର୍ଷରୁ ଯିହୋବା ଯିହୁଦାର ଲୋକମାନଙ୍କୁ ଚେତାବନୀ ଦେଇ ଆସୁଥିଲେ ଯେ ଯଦି ସେମାନେ ଖରାପ କାମ କରିବା ଛାଡ଼ିବେ ନାହିଁ, ତାହେଲେ ସେ ସେମାନଙ୍କୁ ଛାଡ଼ିଦେବେ (୨ରାଜା ୨୪:୨, ୩; ପ୍ର୦୧-ହି ୨/୧୫ ପୃ ୧୨ ¶୨)

ଯିହୋବା ଖ୍ରୀଷ୍ଟ ପୂର୍ବ ୬୦୭ରେ ବାବିଲର ଲୋକମାନଙ୍କ ଜରିଆରେ ଯିରୂଶାଲମକୁ ବିନାଶ କରି ଦେଲେ (୨ରାଜା ୨୫:୮-୧୦; ପ୍ର୦୭-ହି ୪/୧ ପୃ ୧୧ ¶୧୦)

ଯିହୋବା ସେହି ଲୋକମାନଙ୍କର ଜୀବନ ବଞ୍ଚାଇଲେ, ଯେଉଁମାନେ ତାଙ୍କ ଚେତାବନୀ ଉପରେ ଧ୍ୟାନ ଦେଲେ (୨ରାଜା ୨୫:୧୧)

ଆମ ସମୟରେ ବି ଯିହୋବା ଅନେକ ବର୍ଷରୁ ଦୁନିଆର ଲୋକମାନଙ୍କୁ ଚେତାବନୀ ଦେଇ ଆସୁଛନ୍ତି ଯେ ସେ ‘ଅଧାର୍ମିକ ଲୋକମାନଙ୍କୁ’ ଦଣ୍ଡ ଦେବେ ।—୨ପିତ ୩:୭.

ନିଜକୁ ପଚାରନ୍ତୁ: ‘କ’ଣ ମୁଁ ସବୁ ସୁଯୋଗର ଲାଭ ଉଠାଇ ଈଶ୍ବରଙ୍କ ଚେତାବନୀକୁ ଧ୍ୟାନ ଦେବା ପାଇଁ ଲୋକମାନଙ୍କର ସାହାଯ୍ୟ କରେ ?’—୨ତୀମ ୪:୨.