୧-୭ ଜାନୁୟାରୀ
ଆୟୁବ ୩୨-୩୩
ଗୀତ ୧୦୨ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. ନିରାଶାରେ ଥିବା ଭାଇଭଉଣୀମାନଙ୍କୁ ସାନ୍ତ୍ୱନା ଦିଅନ୍ତୁ
(୧୦ ମି.)
ଜଣେ ଭଲ ସାଙ୍ଗ ହୁଅନ୍ତୁ (ଆୟୁ ୩୩:୧; ଇନସାଇଟ୍-୧ ପୃ ୭୧୦)
ଅନ୍ୟମାନଙ୍କ ବ୍ୟକ୍ତିତ୍ୱକୁ ନେଇ ସନ୍ଦେହ କରନ୍ତୁ ନାହିଁ, ବରଂ ସେମାନଙ୍କ ପରିସ୍ଥିତିକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ (ଆୟୁ ୩୩:୬, ୭; ପ୍ର୧୪-ହି ୬/୧୫ ପୃ ୨୫ ¶୮-୧୦)
ଇଲୀହୂଙ୍କ ଭଳି ପ୍ରଥମେ ଅନ୍ୟମାନଙ୍କ ଧ୍ୟାନର ସହ ଶୁଣନ୍ତୁ, ତାʼପରେ ବୁଝିବିଚାରି କହନ୍ତୁ (ଆୟୁ ୩୩:୮-୧୨, ୧୭; ପ୍ର୨୦.୦୩-ହି ପୃ ୨୩ ¶୧୭-୧୮; ବାହାରେ ଦିଆଯାଇଥିବା ଚିତ୍ର ଦେଖନ୍ତୁ)
୨. ବହୁମୂଲ୍ୟ ରତ୍ନ
(୧୦ ମି.)
ଆୟୁ ୩୩:୨୫—ଏହି ପଦରୁ ଆମେ କିପରି ବୁଝିପାରୁ ଯେ ଯେବେ ଆମ ବୟସ ବଢ଼ିବାକୁ ଲାଗେ, ତେବେ ଆମକୁ ନିଜ ରୂପରଙ୍ଗ ବିଷୟରେ ଅଧିକ ଭାବିବା ଉଚିତ୍ ନୁହେଁ ? (ପ୍ର୧୩-ହି ୧/୧୫ ପୃ ୧୯ ¶୧୦)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ଆୟୁ ୩୨:୧-୨୨ (ଶିଖାଇବା ଅଧ୍ୟୟନ ୧୨)
୪. ଲୋକମାନଙ୍କ ବିଷୟରେ ଭାବନ୍ତୁ—ଯୀଶୁ କʼଣ କଲେ ?
(୭ ମି.) ଆଲୋଚନା । ଭିଡିଓ ଦେଖାନ୍ତୁ, ତାʼପରେ ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୧-୨ ଉପରେ ଆଲୋଚନା କରନ୍ତୁ ।
୫. ଲୋକମାନଙ୍କ ବିଷୟରେ ଭାବନ୍ତୁ—ଯୀଶୁଙ୍କ ଭଳି ଆମକୁ କʼଣ କରିବା ଉଚିତ୍ ?
(୮ ମି.) ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୩-୫ ଏବଂ “ଏହା ବି ଦେଖନ୍ତୁ” ଭାଗ ଉପରେ ଆଧାରିତ ଆଲୋଚନା ।
ଗୀତ ୧୧୬
୬. ମଣ୍ଡଳୀର ଆବଶ୍ୟକତା
(୧୫ ମି.)
୭. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ପ୍ର୨୧.୦୯-ହି ଅଧ୍ୟୟନ ଲେଖା ୩୯ ¶୧୨-୧୯