୨୯ ଜାନୁୟାରୀ-୪ ଫେବୃୟାରୀ
ଆୟୁବ ୪୦-୪୨
ଗୀତ ୧୨୪ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. ଆୟୁବ ଯାହା ଶିଖିଲେ, ସେଥିରୁ ଆମେ ବି ଶିଖିପାରିବା
(୧୦ ମି.)
ମନେରଖନ୍ତୁ ଯେ ଯିହୋବା ଯେତେ ଜାଣିଛନ୍ତି, ଆମେ ସେତେ ଜାଣି ନାହୁଁ (ଆୟୁ ୪୨:୧-୩; ପ୍ର୧୦-ହି ୧୦/୧୫ ପୃ ୩-୪ ¶୪-୬)
ଯିହୋବା ଓ ତାଙ୍କ ସଙ୍ଗଠନରୁ ମିଳୁଥିବା ପରାମର୍ଶକୁ ତୁରନ୍ତ ମାନନ୍ତୁ (ଆୟୁ ୪୨:୫, ୬; ପ୍ର୧୭.୦୬-ହି ପୃ ୨୫ ¶୧୨)
ଯିହୋବା ସେମାନଙ୍କୁ ପୁରସ୍କାର ଦିଅନ୍ତି, ଯେଉଁମାନେ ସମସ୍ୟାଗୁଡ଼ିକ ସତ୍ତ୍ୱେ ତାଙ୍କ ବିଶ୍ୱସ୍ତ ରହନ୍ତି (ଆୟୁ ୪୨:୧୦-୧୨; ଯାକୁ ୫:୧୧; ପ୍ର୨୨.୦୬ ପୃ ୨୫ ¶୧୭-୧୮)
୨. ବହୁମୂଲ୍ୟ ରତ୍ନ
(୧୦ ମି.)
-
ଆୟୁ ୪୨:୭—ଆୟୁବଙ୍କ ତିନି ସାଙ୍ଗ ପ୍ରକୃତରେ କାହା ବିରୁଦ୍ଧରେ କଥା ହେଉଥିଲେ ? ଏହି କଥା ଜାଣିବା ଦ୍ୱାରା ଆମେ ସେସମୟରେ କିପରି ଧୈର୍ଯ୍ୟ ଧରିପାରୁ ଯେବେ ଲୋକମାନେ ଆମକୁ ନୀଚ ଅନୁଭବ କରାନ୍ତି ? (ଇନସାଇଟ୍-୨ ପୃ ୮୦୮)
-
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ଆୟୁ ୪୨:୧-୧୭ (ଶିଖାଇବା ଅଧ୍ୟୟନ ୧୧)
୪. କଥାବାର୍ତ୍ତା ଆରମ୍ଭ କରିବା
(୩ ମି.) ଘର ଘର ପ୍ରଚାର । ଆପଣ ଯାହାକୁ ପ୍ରଚାର କରୁଛନ୍ତି, ସେ ବାଇବଲ ବିଷୟରେ ଜାଣି ନାହାନ୍ତି । (ଲୋକଙ୍କୁ ପ୍ରେମ ପାଠ ୫ ପଏଣ୍ଟ ନଂ. ୩)
୫. ବାଇବଲ ଅଧ୍ୟୟନ ସମୟରେ
୬. ଭାଷଣ
(୪ ମି.) ଲୋକଙ୍କୁ ପ୍ରେମ ଆଉ କିଛି ପରାମର୍ଶ—କ ପଏଣ୍ଟ ନଂ. ୨—ବିଷୟ: ଏହି ପୃଥିବୀ କେବେ ବିନାଶ ହେବ ନାହିଁ । (ଶିଖାଇବା ଅଧ୍ୟୟନ ୧୩)
ଗୀତ ୧୦୮
୭. ଅନ୍ୟମାନଙ୍କୁ ଯିହୋବାଙ୍କ ପ୍ରେମ ଅନୁଭବ କରାନ୍ତୁ
(୧୫ ମି.) ଆଲୋଚନା ।
ଆମେ ବହୁତ ଖୁସି ଯେ ଆମ ଈଶ୍ୱର ଯିହୋବା ପ୍ରେମର ଈଶ୍ୱର ଅଟନ୍ତି । (୧ଯୋହ ୪:୮, ୧୬) ଏହି ଗୁଣ ଆମକୁ ତାଙ୍କ ଆଡ଼କୁ ଆକର୍ଷିତ କରେ । ତାଙ୍କ ପ୍ରେମ ଯୋଗୁଁ ହିଁ ଆମେ ତାଙ୍କ ସାଙ୍ଗ ହୋଇ ରହିବା ପାଇଁ ଚାହୁଁ । ଯେବେ ଆମେ ତାଙ୍କ ସେବା କରୁ, ତେବେ ଆମେ ଅନୁଭବ କରିପାରୁ ଯେ ସେ ଆମକୁ ବହୁତ ପ୍ରେମ କରନ୍ତି ।
ଆମେ ପୂରା ଚେଷ୍ଟା କରୁ ଯେ ନିଜ ପରିବାର ଲୋକଙ୍କୁ, ଭାଇଭଉଣୀଙ୍କୁ ଓ ଅନ୍ୟ ଲୋକମାନଙ୍କୁ ଯିହୋବାଙ୍କ ଭଳି ପ୍ରେମ କରୁ । (ଆୟୁ ୬:୧୪; ୧ଯୋହ ୪:୧୧) ଏପରି ଭାବେ ଆମେ ଅନ୍ୟମାନଙ୍କୁ ଯିହୋବାଙ୍କ ବିଷୟରେ ଜାଣିବା ଓ ତାଙ୍କ ନିକଟତର ହେବା ପାଇଁ ସାହାଯ୍ୟ କରୁ । କିନ୍ତୁ ଯଦି ଆମେ ଅନ୍ୟମାନଙ୍କୁ ପ୍ରେମ କରିବାନି, ତେବେ ସେମାନଙ୍କୁ ଏହା ଭରସା କରିବା କଠିନ ଲାଗିବ ଯେ ଯିହୋବା ସେମାନଙ୍କୁ ପ୍ରେମ କରନ୍ତି ।
ଆମକୁ ଯିହୋବାଙ୍କ ପରିବାରରେ ପ୍ରକୃତ ପ୍ରେମ ମିଳିଲା ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
ଲୟ୍ଲୟ୍ ଓ ମିମିଙ୍କ ଅନୁଭୂତିରୁ କିପରି ଜଣାପଡ଼େ ଯେ ଅନ୍ୟମାନଙ୍କୁ ପ୍ରେମ କରିବା ଜରୁରୀ ଅଟେ ?
ଆମେ ଭାଇଭଉଣୀମାନଙ୍କୁ ଯିହୋବାଙ୍କ ପ୍ରେମ ଅନୁଭବ କରାଇବା ପାଇଁ କʼଣ କରିପାରିବା ?
-
ଆମେ ମନେରଖିବା ଉଚିତ୍ ଯେ ସେମାନେ ଯିହୋବାଙ୍କ ବହୁମୂଲ୍ୟ ମେଷ ଅଟନ୍ତି ।—ଗୀତ ୧୦୦:୩
-
ଆମେ ସେମାନଙ୍କୁ ଏପରି କଥା କହିବା ଉଚିତ୍ ଯେଉଁଥିରୁ ସେମାନଙ୍କର ଉତ୍ସାହ ବଢ଼ିବ ।—ଏଫି ୪:୨୯
-
ଆମକୁ ସେମାନଙ୍କ ଭାବନା ବୁଝିବା ଉଚିତ୍ ଓ ସେମାନଙ୍କ ସହିତ ଭଲ ବ୍ୟବହାର କରିବା ଉଚିତ୍ ।—ମାଥି ୭:୧୧, ୧୨
୮. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ପ୍ର୨୧.୧୦-ହି ଅଧ୍ୟୟନ ଲେଖା ୪୧ ¶୧-୮