୫-୧୧ ଫେବୃୟାରୀ
ଗୀତସଂହିତା ୧-୪
ଗୀତ ୧୫୦ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. ଈଶ୍ୱରଙ୍କ ରାଜ୍ୟର ପକ୍ଷ ନିଅନ୍ତୁ
(୧୦ ମି.)
[ଗୀତସଂହିତା ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ । ]
ଦୁନିଆର ସରକାରଗୁଡ଼ିକ ଅନେକ ଉପାୟରେ ଦେଖାଇଲେ ଯେ ସେମାନେ ଈଶ୍ୱରଙ୍କ ରାଜ୍ୟର ଶତ୍ରୁ ଅଟନ୍ତି (ଗୀତ ୨:୨; ପ୍ର୨୧.୦୯-ହି ପୃ ୧୫-୧୬ ¶୮)
ଆଜି ଯିହୋବା ସମସ୍ତଙ୍କୁ ସୁଯୋଗ ଦେଉଛନ୍ତି ଯେ ସେମାନେ ତାଙ୍କ ରାଜ୍ୟର ନିୟମଗୁଡ଼ିକୁ ପାଳନ କରନ୍ତୁ ଓ ତାଙ୍କୁ ସହଯୋଗ କରନ୍ତୁ (ଗୀତ ୨:୧୦-୧୨)
ନିଜକୁ ପଚାରନ୍ତୁ: ‘କʼଣ ମୁଁ ନିଷ୍ପତ୍ତି ନେଇଛି ଯେ ମୁଁ ରାଜନୈତିକ ମାମଲାଗୁଡ଼ିକରେ ପୂରାପୂରି ନିଷ୍ପକ୍ଷ ରହିବି, ଯଦିଓ ତାʼପାଇଁ ମୋତେ କୌଣସି ବି ସମସ୍ୟାର ସାମନା କରିବାକୁ ପଡ଼େ ?’—ପ୍ର୧୬.୦୪-ହି ପୃ ୨୯-୩୦ ¶୧୧.
୨. ବହୁମୂଲ୍ୟ ରତ୍ନ
(୧୦ ମି.)
ଗୀତ ୧:୪—ଏପରି କାହିଁକି କୁହାଯାଇଛି ଯେ ଦୁଷ୍ଟ ଲୋକେ “ବାୟୁ ଦ୍ୱାରା ଚାଳିତ ତୁଷ ତୁଲ୍ୟ ଅଟନ୍ତି ?” (ଇନସାଇଟ୍-୧ ପୃ ୪୨୫)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ଗୀତ ୩:୧–୪:୮ (ଶିଖାଇବା ଅଧ୍ୟୟନ ୧୨)
୪. କଥା କଥାରେ ହିଁ ସାକ୍ଷ୍ୟ ଦିଅନ୍ତୁ—ଫିଲିପ୍ପ କʼଣ କଲେ ?
(୭ ମି.) ଆଲୋଚନା । ଭିଡିଓ ଦେଖାନ୍ତୁ, ତାʼପରେ ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୧-୨ ଉପରେ ଆଲୋଚନା କରନ୍ତୁ ।
୫. କଥା କଥାରେ ହିଁ ସାକ୍ଷ୍ୟ ଦିଅନ୍ତୁ—ଫିଲିପ୍ପଙ୍କ ଭଳି ଆମକୁ କʼଣ କରିବା ଉଚିତ୍ ?
(୮ ମି.) ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୩-୫ ଏବଂ “ଏହା ବି ଦେଖନ୍ତୁ” ଭାଗ ଉପରେ ଆଧାରିତ ଆଲୋଚନା ।
ଗୀତ ୩୨
୬. ମଣ୍ଡଳୀର ଆବଶ୍ୟକତା
(୧୫ ମି.)
୭. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ପ୍ର୨୧.୧୦-ହି ଅଧ୍ୟୟନ ଲେଖା ୪୧ ¶୯-୧୫