इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୫-୧୧ ଫେବୃୟାରୀ

ଗୀତସଂହିତା ୧-୪

୫-୧୧ ଫେବୃୟାରୀ

ଗୀତ ୧୫୦ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ଈଶ୍ୱରଙ୍କ ରାଜ୍ୟର ପକ୍ଷ ନିଅନ୍ତୁ

(୧୦ ମି.)

[ଗୀତସଂହିତା ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ । ]

ଦୁନିଆର ସରକାରଗୁଡ଼ିକ ଅନେକ ଉପାୟରେ ଦେଖାଇଲେ ଯେ ସେମାନେ ଈଶ୍ୱରଙ୍କ ରାଜ୍ୟର ଶତ୍ରୁ ଅଟନ୍ତି (ଗୀତ ୨:୨; ପ୍ର୨୧.୦୯-ହି ପୃ ୧୫-୧୬ ¶୮)

ଆଜି ଯିହୋବା ସମସ୍ତଙ୍କୁ ସୁଯୋଗ ଦେଉଛନ୍ତି ଯେ ସେମାନେ ତାଙ୍କ ରାଜ୍ୟର ନିୟମଗୁଡ଼ିକୁ ପାଳନ କରନ୍ତୁ ଓ ତାଙ୍କୁ ସହଯୋଗ କରନ୍ତୁ (ଗୀତ ୨:୧୦-୧୨)

ନିଜକୁ ପଚାରନ୍ତୁ: ‘କʼଣ ମୁଁ ନିଷ୍ପତ୍ତି ନେଇଛି ଯେ ମୁଁ ରାଜନୈତିକ ମାମଲାଗୁଡ଼ିକରେ ପୂରାପୂରି ନିଷ୍ପକ୍ଷ ରହିବି, ଯଦିଓ ତାʼପାଇଁ ମୋତେ କୌଣସି ବି ସମସ୍ୟାର ସାମନା କରିବାକୁ ପଡ଼େ ?’—ପ୍ର୧୬.୦୪-ହି ପୃ ୨୯-୩୦ ¶୧୧.

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୧:୪—ଏପରି କାହିଁକି କୁହାଯାଇଛି ଯେ ଦୁଷ୍ଟ ଲୋକେ “ବାୟୁ ଦ୍ୱାରା ଚାଳିତ ତୁଷ ତୁଲ୍ୟ ଅଟନ୍ତି ?” (ଇନସାଇଟ୍‌-୧ ପୃ ୪୨୫)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥା କଥାରେ ହିଁ ସାକ୍ଷ୍ୟ ଦିଅନ୍ତୁ—ଫିଲିପ୍ପ କʼଣ କଲେ ?

(୭ ମି.) ଆଲୋଚନା । ଭିଡିଓ ଦେଖାନ୍ତୁ, ତାʼପରେ ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୧-୨ ଉପରେ ଆଲୋଚନା କରନ୍ତୁ ।

୫. କଥା କଥାରେ ହିଁ ସାକ୍ଷ୍ୟ ଦିଅନ୍ତୁ—ଫିଲିପ୍ପଙ୍କ ଭଳି ଆମକୁ କʼଣ କରିବା ଉଚିତ୍‌ ?

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୩୨

୬. ମଣ୍ଡଳୀର ଆବଶ୍ୟକତା

(୧୫ ମି.)

୭. ମଣ୍ଡଳୀର ବାଇବଲ ଅଧ୍ୟୟନ

ଶେଷ ଟିପ୍ପଣୀ (୩ ମି.) | ଗୀତ ୬୧ ଏବଂ ପ୍ରାର୍ଥନା