इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୧୦-୧୬ ଫେବୃୟାରୀ

ଗୀତସଂହିତା ୧୪୭–୧୫୦

୧୦-୧୬ ଫେବୃୟାରୀ

ଗୀତ ୧୨ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ଯିହୋବାଙ୍କ ପ୍ରଶଂସା କରିବା ପାଇଁ ଅନେକ କାରଣ ରହିଛି

(୧୦ ମି.)

ଯିହୋବା ଆମ ମଧ୍ୟରୁ ପ୍ରତ୍ୟେକଙ୍କର ଚିନ୍ତା କରନ୍ତି (ଗୀତ ୧୪୭:୩, ୪; ପ୍ର୧୭.୦୭-ହି ପୃ ୧୮ ¶୫-୬)

ସେ ଆମ ଭାବନାକୁ ବୁଝନ୍ତି ଏବଂ ନିଜ ଶକ୍ତିର ବ୍ୟବହାର କରି ଆମକୁ ସାହାଯ୍ୟ କରନ୍ତି (ଗୀତ ୧୪୭:୫; ପ୍ର୧୭.୦୭-ହି ପୃ ୧୮ ¶୭)

ସେ ଆମକୁ ତାଙ୍କ ପରିବାରର ସଦସ୍ୟ ହେବା ପାଇଁ ସମ୍ମାନ ଦେଇଛନ୍ତି (ଗୀତ ୧୪୭:୧୯, ୨୦ ପ୍ର୧୭.୦୭-ହି ପୃ ୨୧ ¶୧୮)


ନିଜକୁ ପଚାରନ୍ତୁ: ‘ଆଉ କେଉଁ କାରଣ ଯୋଗୁଁ ମୁଁ ଯିହୋବାଙ୍କ ପ୍ରଶଂସା କରିବା ପାଇଁ ଚାହେଁ ?’

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୧୪୮:୧, ୧୦—“ପକ୍ଷୀଗଣ” କିପରି ଯିହୋବାଙ୍କ ପ୍ରଶଂସା କରନ୍ତି ? (ଇନସାଇଟ୍‌-୧ ପୃ ୩୧୬)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ଘର ଘର ପ୍ରଚାର । ଘରମାଲିକ କହନ୍ତି ଯେ ତାଙ୍କୁ ଗୋଟିଏ ବଡ଼ ରୋଗ ହୋଇଯାଇଛି । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୫)

୫. କଥାବାର୍ତ୍ତା ଆରମ୍ଭ କରିବା

(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ସଠିକ୍‌ ସମୟ ଦେଖି ବ୍ୟକ୍ତିକୁ କହନ୍ତୁ ଯେ ଆପଣ କିଛି ଦିନ ପୂର୍ବରୁ ହୋଇଥିବା ସଭାରୁ କʼଣ ଶିଖିଲେ । (ଲୋକଙ୍କୁ ପ୍ରେମ ପାଠ ୪ ପଏଣ୍ଟ ନଂ. ୩)

୬. ଭାଷଣ

(୫ ମି.) ପ୍ର୧୯.୦୩-ହି ପୃ ୧୦-୧୧ ¶୭-୧୧—ବିଷୟ: ଯୀଶୁଙ୍କ ଶୁଣନ୍ତୁ ଓ ସୁସମାଚାର ଶୁଣାନ୍ତୁ । ଚିତ୍ର ମଧ୍ୟ ଦେଖାନ୍ତୁ । (ଶିଖାଇବା ଅଧ୍ୟୟନ ୧୪)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୫୯

୭. ବାର୍ଷିକ ସେବା ରିପୋର୍ଟ

(୧୫ ମି.) ଆଲୋଚନା ।

ଏହି ରିପୋର୍ଟ ବିଷୟରେ ଶାଖା କାର୍ଯ୍ୟାଳୟରୁ ମିଳିଥିବା ଘୋଷଣା ପଢ଼ନ୍ତୁ । ତାʼପରେ ଉପସ୍ଥିତ ଲୋକମାନଙ୍କୁ ୨୦୨୪ ବିଶ୍ୱବ୍ୟାପୀ ଯିହୋବାଙ୍କ ସାକ୍ଷୀମାନଙ୍କର ସେବା ବର୍ଷର ରିପୋର୍ଟର କିଛି ବିଶେଷ କଥା କହିବା ପାଇଁ କହନ୍ତୁ । ତାʼପରେ, ପୂର୍ବରୁ ବଛାଯାଇଥିବା ଏପରି କିଛି ପ୍ରଚାରକଙ୍କ ସାକ୍ଷାତ୍‌କାର ନିଅନ୍ତୁ, ଯେଉଁମାନଙ୍କୁ ଗତ ବର୍ଷ ପ୍ରଚାର ସେବାରେ ଭଲ ଅନୁଭୂତି ମିଳିଥିଲା ।

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

ଶେଷ ଟିପ୍ପଣୀ (୩ ମି.) | ଗୀତ ୩୭ ଏବଂ ପ୍ରାର୍ଥନା