इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୧୩-୧୯ ଜାନୁୟାରୀ

ଗୀତସଂହିତା ୧୩୫–୧୩୭

୧୩-୧୯ ଜାନୁୟାରୀ

ଗୀତ ୨ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ‘ଆମ୍ଭମାନଙ୍କ ପ୍ରଭୁ ସକଳ ଦେବମାନଙ୍କ ଅପେକ୍ଷା ଶ୍ରେଷ୍ଠ’

(୧୦ ମି.)

ଯିହୋବା ପ୍ରମାଣିତ କରିଛନ୍ତି ଯେ ସୃଷ୍ଟି ତାଙ୍କ ନିୟନ୍ତ୍ରଣରେ ଅଛି (ଗୀତ ୧୩୫:୫, ୬; ଇନସାଇଟ୍‌-୨ ପୃ ୬୬୧ ¶୪-୫)

ଯିହୋବା ନିଜ ଲୋକମାନଙ୍କୁ ସୁରକ୍ଷା ଦିଅନ୍ତି (ଯାତ୍ରା ୧୪:୨୯-୩୧; ଗୀତ ୧୩୫:୧୪)

ଯେବେ ଆମେ ନିରାଶ ହୋଇଯାଉ, ତେବେ ଯିହୋବା ଆମକୁ ସାହସ ଦିଅନ୍ତି (ଗୀତ ୧୩୬:୨୩; ପ୍ର୨୧.୧୧-ହି ପୃ ୬ ¶୧୬)

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଗୀତ ୧୩୬:୧୫—ପ୍ରାଚୀନ ସମୟରେ ଯିହୋବା କିପରି ଦେଖାଇଲେ ଯେ ତାଙ୍କ ପାଖରେ ଅଧିକାର ପ୍ରାପ୍ତ ଶାସନକର୍ତ୍ତାଙ୍କଠାରୁ ବି ବେଶୀ ଅଧିକାର ଅଛି ? (ପ୍ର୨୨.୧୦ ପୃ ୧୫ ¶୧୨)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ବ୍ୟକ୍ତି ଜଣକ ଆଗ୍ରହ ଦେଖାନ୍ତି, ତେଣୁ ତାଙ୍କୁ ତାଙ୍କ ଫୋନ୍‌ ନମ୍ବର ମାଗନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୪)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ଘର ଘର ପ୍ରଚାର । ଘରମାଲିକଙ୍କୁ ସଭା ପାଇଁ ଡାକନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୪)

୬. ଅନ୍ୟକୁ ନିଜ ବିଶ୍ୱାସ ବିଷୟରେ ବୁଝାଇବା

(୫ ମି.) ପ୍ରଦର୍ଶନୀ । ବାରମ୍ବାର ପଚରାଯାଉଥିବା ପ୍ରଶ୍ନ—ବିଷୟ: କʼଣ ଯିହୋବାଙ୍କ ସାକ୍ଷୀମାନେ ଖ୍ରୀଷ୍ଟିୟାନ ଅଟନ୍ତି ? (ଶିଖାଇବା ଅଧ୍ୟୟନ ୧୨)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୦

୭. ମଣ୍ଡଳୀର ଆବଶ୍ୟକତା

(୧୫ ମି.)

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

ଶେଷ ଟିପ୍ପଣୀ (୩ ମି.) | ଗୀତ ୯୦ ଏବଂ ପ୍ରାର୍ଥନା