୨୪ ଫେବୃୟାରୀ–୨ ମାର୍ଚ୍ଚ
ହିତୋପଦେଶ ୨
ଗୀତ ୩୫ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. ଆମକୁ କାହିଁକି ଧ୍ୟାନ ଦେଇ ବ୍ୟକ୍ତିଗତ ଅଧ୍ୟୟନ କରିବା ଉଚିତ୍ ?
(୧୦ ମି.)
ଏପରି କରି ଆମେ ଦେଖାଇପାରିବା ଯେ ଆମେ ସତ୍ୟକୁ ବହୁମୂଲ୍ୟ ଭାବୁ (ହିତୋ ୨:୩, ୪; ପ୍ର୨୨.୦୮ ପୃ ୧୯ ¶୧୬)
ଆମେ ସଠିକ୍ ନିଷ୍ପତ୍ତି ନେଇପାରିବା (ହିତୋ ୨:୫-୭; ପ୍ର୨୨.୧୦ ପୃ ୧୯ ¶୩-୪)
ଆମର ବିଶ୍ୱାସ ଦୃଢ଼ ହେବ (ହିତୋ ୨:୧୧, ୧୨; ପ୍ର୧୬.୦୯-ହି ପୃ ୨୩-୨୪ ¶୨-୩)
ନିଜକୁ ପଚାରନ୍ତୁ: ‘ମୁଁ କିପରି ଆହୁରି ଭଲଭାବେ ଓ ଲଗାତାର ବ୍ୟକ୍ତିଗତ ଅଧ୍ୟୟନ କରିପାରିବି ?’
୨. ବହୁମୂଲ୍ୟ ରତ୍ନ
(୧୦ ମି.)
-
ହିତୋ ୨:୭—ଯିହୋବା କିପରି “ସରଳାଚାରୀମାନଙ୍କର ଢାଲ ସ୍ୱରୂପ ଅଟନ୍ତି ?” (ଇନସାଇଟ୍-୧ ପୃ ୧୨୧୧ ¶୪)
-
ଏ ସପ୍ତାହର ଅଧ୍ୟାୟରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ହିତୋ ୨:୧-୨୨ (ଶିଖାଇବା ଅଧ୍ୟୟନ ୧୨)
୪. କଥାବାର୍ତ୍ତା ଆରମ୍ଭ କରିବା
(୪ ମି.) ଘର ଘର ପ୍ରଚାର । ଘରମାଲିକଙ୍କୁ କହନ୍ତୁ ଯେ ସେ jw.org ୱେବସାଇଟ୍ରେ ଦମ୍ପତିମାନଙ୍କ ପାଇଁ ଯେଉଁ ବଢ଼ିଆ ତଥ୍ୟ ଦିଆଯାଇଛି, ତାହାକୁ କିପରି ଖୋଜିପାରିବେ । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୩)
୫. ପୁଣିଥରେ ଭେଟିବା ସମୟରେ
(୩ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଗତଥର ବ୍ୟକ୍ତି ଜଣକ ଯେଉଁ ବିଷୟରେ ଆଗ୍ରହ ଦେଖାଇଥିଲେ, ସେହି ବିଷୟ ଆଧାରିତ ତାଙ୍କୁ ଗୋଟିଏ ପତ୍ରିକା ଦେଖାନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୩)
୬. ଭାଷଣ
(୫ ମି.) ଲୋକଙ୍କୁ ପ୍ରେମ ଆଉ କିଛି ପରାମର୍ଶ—କ ପଏଣ୍ଟ ନଂ. ୮—ବିଷୟ: ସ୍ୱାମୀ ସ୍ତ୍ରୀ ପରସ୍ପର ପ୍ରତି ବିଶ୍ୱସ୍ତ ରହିବା ଉଚିତ୍ । (ଶିଖାଇବା ଅଧ୍ୟୟନ ୧୩)
ଗୀତ ୯୬
୭. ପିଲାମାନେ, କʼଣ ତମେ ବହୁମୂଲ୍ୟ ରତ୍ନକୁ ଖୋଜିବା ପାଇଁ ଚାହଁ ?
(୧୫ ମି.) ଆଲୋଚନା ।
ଯିହୋବାଙ୍କୁ ଜାଣିବା, ଦୁନିଆର ବହୁମୂଲ୍ୟ ରତ୍ନ ଅଟେ । ଏହି ରତ୍ନ ଆମକୁ ବାଇବଲରୁ ମିଳେ । (ହିତୋ ୨:୪, ୫) ତେଣୁ ପିଲାମାନେ, ଏହାକୁ ଖୋଜିବା ପାଇଁ ତମକୁ ଲଗାତାର ବାଇବଲ ପଢ଼ିବାକୁ ପଡ଼ିବ ଏବଂ ତମେ ଯାହା ପଢ଼ୁଛ, ସେବିଷୟରେ ଅନୁସନ୍ଧାନ କରିବାକୁ ପଡ଼ିବ । ଏପରି କଲେ ତମେ ବହୁତ କିଛି ଶିଖିପାରିବ ଏବଂ ତମକୁ ମଜା ବି ଲାଗିବ ।
-
ଯେବେ ତମେ ବାଇବଲ ପଢ଼, ତେବେ ତମେ ନିଜକୁ କେଉଁ ପ୍ରଶ୍ନ ପଚାରିପାରିବ ? (ପ୍ର୨୪.୦୨ ପୃ ୩୨ ¶୨-୩)
-
ପ୍ରଶ୍ନଗୁଡ଼ିକର ଉତ୍ତର ତମେ କେଉଁଠି ଖୋଜିପାରିବ ?
ଯିହୋବାଙ୍କ ସାଙ୍ଗମାନଙ୍କଠାରୁ ଶିଖ ଭାଗରେ ଦିଆଯାଇଥିବା ଭିଡିଓରୁ ତମେ ଏହା ଜାଣିପାରିବ ଯେ ତମେ ବାଇବଲରେ ଯାହା ବି ପଢ଼, ତାʼ ଉପରେ କିପରି ଚିନ୍ତନ କରିପାରିବ ।
ଯିହୋବାଙ୍କ ସାଙ୍ଗମାନଙ୍କଠାରୁ ଶିଖ—ହେବଲ ଭିଡିଓ ଦେଖାନ୍ତୁ ।
ଆଦି ପୁସ୍ତକ ୪:୨-୪ ଏବଂ ଏବ୍ରୀ ୧୧:୪ ପଢ଼ନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
-
ହେବଲ କିପରି ଦେଖାଇଲେ ଯେ ସେ ଯିହୋବାଙ୍କ ସାଙ୍ଗ ଅଟନ୍ତି ?
-
ଯିହୋବାଙ୍କ ଉପରେ ନିଜ ବିଶ୍ୱାସ ବଢ଼ାଇବା ପାଇଁ ହେବଲ କʼଣ କଲେ ?
-
ଯିହୋବାଙ୍କ ଉପରେ ନିଜ ବିଶ୍ୱାସ ବଢ଼ାଇବା ପାଇଁ ତମେ କʼଣ କରିପାରିବ ?
୮. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ପ୍ର୨୨.୦୪ ଅଧ୍ୟୟନ ଲେଖା ୧୮ ¶୧୨-୧୯