୩-୯ ଫେବୃୟାରୀ
ଗୀତସଂହିତା ୧୪୪–୧୪୬
ଗୀତ ୧୪୫ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. ‘ଯିହୋବା ଯେଉଁ ଗୋଷ୍ଠୀର ପରମେଶ୍ୱର, ସେ ଧନ୍ୟ’
(୧୦ ମି.)
ଯେଉଁମାନେ ଯିହୋବାଙ୍କ ଉପରେ ଭରସା ରଖନ୍ତି, ଯିହୋବା ପ୍ରେମର ସହ ସେମାନଙ୍କର ଦେଖାଶୁଣା କରନ୍ତି (ଗୀତ ୧୪୪:୧୧-୧୫; ପ୍ର୧୮.୦୪-ହି ପୃ ୩୨ ¶୨-୩)
ଆମେ ନିଜ ଆଶା ଯୋଗୁଁ ବହୁତ ଖୁସି ଅଛୁ (ଗୀତ ୧୪୬:୫; ପ୍ର୨୨.୧୦ ପୃ ୨୮ ¶୧୬-୧୭)
ଯେଉଁମାନେ ଯିହୋବାଙ୍କୁ ନିଜ ଈଶ୍ୱର ମାନନ୍ତି, ସେମାନେ ସବୁଦିନ ଯାଏ ଖୁସିରେ ରହିବେ (ଗୀତ ୧୪୬:୧୦; ପ୍ର୧୮.୦୧-ହି ପୃ ୨୬ ¶୧୯-୨୦)
୨. ବହୁମୂଲ୍ୟ ରତ୍ନ
(୧୦ ମି.)
-
ଗୀତ ୧୪୫:୧୫, ୧୬—ଏହି ପଦଗୁଡ଼ିକ ଅନୁସାରେ ଆମକୁ ପଶୁମାନଙ୍କ ସହିତ କିପରି ବ୍ୟବହାର କରିବା ଉଚିତ୍ ? (ଇନସାଇଟ୍-୧ ପୃ ୧୧୧ ¶୯)
-
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ଗୀତ ୧୪୪:୧-୧୫ (ଶିଖାଇବା ଅଧ୍ୟୟନ ୧୧)
୪. କଥାବାର୍ତ୍ତା ଆରମ୍ଭ କରିବା
(୪ ମି.) ଘର ଘର ପ୍ରଚାର । ଘରମାଲିକ କହନ୍ତି ଯେ ସେ ବିଶ୍ୱବିଦ୍ୟାଳୟରେ ପଢ଼ନ୍ତି । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୫)
୫. ପୁଣିଥରେ ଭେଟିବା ସମୟରେ
(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଶିକ୍ଷା ଉପକରଣ ବକ୍ସରୁ ଗୋଟିଏ ଭିଡିଓ ଦେଖାନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୭ ପଏଣ୍ଟ ନଂ. ୪)
୬. ଭାଷଣ
(୪ ମି.) ଲୋକଙ୍କୁ ପ୍ରେମ ଆଉ କିଛି ପରାମର୍ଶ—କ ପଏଣ୍ଟ ନଂ. ୭—ବିଷୟ: ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ଗଭୀର ଆଦର କରିବା ଉଚିତ୍ । (ଶିଖାଇବା ଅଧ୍ୟୟନ ୧)
ଗୀତ ୫୯
୭. ଯିହୋବା ଚାହାନ୍ତି ଯେ ଆପଣ ଖୁସିରେ ରହନ୍ତୁ
(୧୦ ମି.) ଆଲୋଚନା ।
ଯିହୋବା ଆନନ୍ଦିତ ଈଶ୍ୱର ଅଟନ୍ତି । (୧ ତୀମ ୧:୧୧, NWT) ସେ ଆମକୁ ବହୁତ ପ୍ରେମ କରନ୍ତି ଏବଂ ସେ ଚାହାନ୍ତି ଯେ ଆମେ ଖୁସିରେ ରହୁ । ସେଥିପାଇଁ ସେ ଆମକୁ ଅନେକ ବଢ଼ିଆ ଉପହାର ଦେଇଛନ୍ତି । (ଉପ ୩:୧୨, ୧୩) ସେମଧ୍ୟରୁ ଦୁଇଟି ହେଉଛି, ସେ ଆମକୁ ବିଭିନ୍ନ ପ୍ରକାର ଖାଦ୍ୟର ସ୍ୱାଦ ଚାଖିବା ଓ ବିଭିନ୍ନ ପ୍ରକାରର ଶବ୍ଦ ଶୁଣିବାର ଦକ୍ଷତା ଦେଇଛନ୍ତି ।
ସୃଷ୍ଟିରୁ ଜଣାପଡ଼େ ଯେ ଯିହୋବା ଚାହାନ୍ତି ଆମେ ଖୁସିରେ ରହୁ—ସୁସ୍ୱାଦ ଖାଦ୍ୟ ଓ ମଧୂର ଶବ୍ଦ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
-
ଯିହୋବା ଆମକୁ ସୁସ୍ୱାଦ ଖାଦ୍ୟର ମଜା ନେବା ଓ ମଧୂର ଶବ୍ଦ ଶୁଣିବାର ଯେଉଁ ଉପହାର ଦେଇଛନ୍ତି, ସେଥିରୁ ଆପଣଙ୍କୁ କିପରି ଭରସା ହୁଏ ଯେ ସେ ଆପଣଙ୍କୁ ଖୁସିରେ ଦେଖିବା ପାଇଁ ଚାହାନ୍ତି ?
ଗୀତସଂହିତା ୩୨:୮ ପଢ଼ନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
-
ଯିହୋବା ଚାହାନ୍ତି ଯେ ଆପଣ ଖୁସିରେ ରହନ୍ତୁ, ଏହା ଜାଣି ଆପଣଙ୍କୁ କିପରି ବାଇବଲ ପଢ଼ିବା ଓ ତାଙ୍କ ସଂଗଠନ ତରଫରୁ ମିଳୁଥିବା ନିର୍ଦ୍ଦେଶଗୁଡ଼ିକୁ ମାନିବା ପାଇଁ ପ୍ରୋତ୍ସାହନ ମିଳେ ?
୮. ମଣ୍ଡଳୀର ଆବଶ୍ୟକତା
(୫ ମି.)
୯. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ପ୍ର୨୨.୦୪ ଅଧ୍ୟୟନ ଲେଖା ୧୭ ¶୧-୧୧