ଖ୍ରୀଷ୍ଟୀୟ ଜୀବନ ଓ ସେବା ସଭା ପୁସ୍ତିକା ଜୁନ୍ ୨୦୧୯
ପ୍ରଚାର କରିବାର ନମୁନା
ଶେଷକାଳ ପରେ ମଧ୍ୟ ଆମେ କିପରି ବଞ୍ଚିପାରିବା, ସେବିଷୟରେ ପ୍ରଚାର କରିବାର ନମୁନା ସିରିଜ୍ ।
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ରୂପକ” ନାଟକ ଆମ ପାଇଁ କʼଣ ଅର୍ଥ ରଖେ ?
ଅବ୍ରହାମଙ୍କ ଉଭୟ ସ୍ତ୍ରୀ ସାରା ଓ ହାଗାର କାହାକୁ ସୂଚାନ୍ତି ? ନୂତନ ଚୁକ୍ତିରୁ ଆପଣ କିପରି ଲାଭ ପାଇପାରିବେ ?
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ଯିହୋବାଙ୍କ ବ୍ୟବସ୍ଥା ଏବଂ ସେଥିରୁ କʼଣ ହାସଲ ହୁଏ
ଯିହୋବାଙ୍କ ବ୍ୟବସ୍ଥା କʼଣ ଏବଂ ଆପଣ କିପରି ସେହି ବ୍ୟବସ୍ଥାରେ ସହଯୋଗ ଦେଇପାରିବେ ?
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ବ୍ୟକ୍ତିଗତ ଅଧ୍ୟୟନରୁ ଅଧିକରୁ ଅଧିକ ଲାଭ ପାଆନ୍ତୁ
ଆପଣ ନିଜ ବ୍ୟକ୍ତିଗତ ବାଇବଲ ଅଧ୍ୟୟନରେ ଆହୁରି ଉନ୍ନତି କରିବା ପାଇଁ କʼଣ କରିପାରିବେ ?
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଈଶ୍ୱରଦତ୍ତ ସମସ୍ତ ସଜ୍ଜାରେ ଆପଣା ଆପଣାକୁ ସୁସଜ୍ଜିତ କର”
ଖ୍ରୀଷ୍ଟିୟାନମାନେ ସୈନିକ ଅଟନ୍ତି । ଏଠାରେ ଦିଆଯାଇଥିବା ଅସ୍ତ୍ରଶସ୍ତ୍ର କʼଣ ଏବଂ ସେଗୁଡ଼ିକ କାହାକୁ ଦର୍ଶାଏ, ତାହା ଲେଖନ୍ତୁ ।
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଯିହୋବାଙ୍କ ଚିନ୍ତାଧାରା କʼଣ ?
ଆପଣ କିପରି ଯିହୋବାଙ୍କ ଇଚ୍ଛା ଜାଣିବାର ଚେଷ୍ଟା ଜାରି ରଖିପାରିବେ ଏବଂ ତାʼ ଅନୁଯାୟୀ ନିଜ ଜୀବନଯାପନ କରିପାରିବେ ?
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ”
ଆଜିର ଏହି ଶେଷକାଳରେ ଆମକୁ ଅନେକ ଚିନ୍ତା ଘାରିଥାଏ । ଆପଣ କିପରି ନିଜ ଚିନ୍ତା କମ୍ କରିପାରିବେ ?
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ବୁଝିବିଚାରି ମନୋରଞ୍ଜନ ବାଛନ୍ତୁ
ଆପଣ ନିଜ ଅବସର ସମୟକୁ ଯିହୋବାଙ୍କୁ ଖୁସି କରିବାରେ କିପରି ବ୍ୟବହାର କରିପାରିବେ ?