इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପ୍ରଚାର କରିବାର ନମୁନା

ପ୍ରଚାର କରିବାର ନମୁନା

●○○ ପ୍ରଥମ ସାକ୍ଷାତ

ପ୍ରଶ୍ନ: କʼଣ ଦୁଷ୍ଟତାର ଅନ୍ତ ପାଖେଇ ଆସିଲାଣି ?

ପଦ: ୨ତୀମ ୩:୧-୫

ଆର ଥରକୁ: ଶେଷକାଳ ପରେ କʼଣ ହେବ ?

○●○ ପ୍ରଥମ ପୁନଃସାକ୍ଷାତ

ପ୍ରଶ୍ନ: ଶେଷକାଳ ପରେ କʼଣ ହେବ ?

ପଦ: ପ୍ରକା ୨୧:୩, ୪

ଆର ଥରକୁ: ଏପରି ଜୀବନ ପାଇବା ପାଇଁ ଆମକୁ କʼଣ କରିବାକୁ ହେବ ?

○○● ଦ୍ୱିତୀୟ ପୁନଃସାକ୍ଷାତ

ପ୍ରଶ୍ନ: ଏପରି ଜୀବନ ପାଇବା ପାଇଁ ଆମକୁ କʼଣ କରିବାକୁ ହେବ ?

ପଦ: ଯୋହ ୩:୧୬

ଆର ଥରକୁ: ବିଶ୍ୱାସ କରିବାର ଅର୍ଥ କʼଣ ?