इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୧୦-୧୬ ଜୁନ୍‌

ଏଫିସୀୟ ୧-୩

୧୦-୧୬ ଜୁନ୍‌
  • ଗୀତ ୧୧୨ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • ଯିହୋବାଙ୍କ ବ୍ୟବସ୍ଥା ଏବଂ ସେଥିରୁ କʼଣ ହାସଲ ହୁଏ”: (୧୦ ମି.)

    • [ଏଫିସୀୟ ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ।]

    • ଏଫି ୧:୮, ୯—ଖ୍ରୀଷ୍ଟଙ୍କ ରାଜ୍ୟ ‘ନିଗୂଢ଼ତତ୍ତ୍ୱର’ ଏକ ଭାଗ ଅଟେ (ଇନସାଇଟ୍‌-୨ ୮୩୭ ¶୪)

    • ଏଫି ୧:୧୦—ଯିହୋବା ପୃଥିବୀ ଓ ସ୍ୱର୍ଗର ସମସ୍ତ ପ୍ରାଣୀମାନଙ୍କୁ ଏକତ୍ର କରୁଛନ୍ତି (ପ୍ର୧୨-ହି ୭/୧୫ ୨୭-୨୮ ¶୩-୪)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ଏଫି ୩:୧୩—ପାଉଲ ଏପରି କାହିଁକି କହିଲେ ଯେ ତାଙ୍କ ଦୁଃଖକଷ୍ଟ ଯୋଗୁଁ ଏଫିସର ଭାଇମାନଙ୍କ “ଗୌରବ” ହେବ ? (ପ୍ର୧୩-ହି ୨/୧୫ ୨୮ ¶୧୫)

    • ଏଫି ୩:୧୯—ଆମେ ‘ଖ୍ରୀଷ୍ଟଙ୍କ ପ୍ରେମକୁ’ କିପରି ଜାଣିପାରିବା ? [ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ୨୯୯ ¶୨୧]

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଏଫି ୧:୧-୧୪ (ଶିଖାଇବା ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ