इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୧୭-୨୩ ଜୁନ୍‌

ଏଫିସୀୟ ୪-୬

୧୭-୨୩ ଜୁନ୍‌
  • ଗୀତ ୭୧ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • ଈଶ୍ୱରଦତ୍ତ ସମସ୍ତ ସଜ୍ଜାରେ ଆପଣା ଆପଣାକୁ ସୁସଜ୍ଜିତ କର”: (୧୦ ମି.)

    • ଏଫି ୬:୧୧-୧୩—ଆମେ ନିଜକୁ ଶୟତାନ ଓ ତାʼର ଦୁଷ୍ଟ ଦୂତମାନଙ୍କଠାରୁ ସୁରକ୍ଷିତ ରଖିବା ଉଚିତ୍‌ (ପ୍ର୧୮.୦୫-ହି ୨୭ ¶୧)

    • ଏଫି ୬:୧୪, ୧୫—ସତ୍ୟ, ଧାର୍ମିକ ଓ ଶାନ୍ତିଦାୟକ ସୁସମାଚାର ସାହାଯ୍ୟରେ ନିଜକୁ ସୁରକ୍ଷିତ ରଖନ୍ତୁ (ପ୍ର୧୮.୦୫-ହି ୨୮-୨୯ ¶୪, ୭, ୧୦)

    • ଏଫି ୬:୧୬, ୧୭—ବିଶ୍ୱାସ, ପରିତ୍ରାଣର ଆଶା ଓ ଈଶ୍ୱରଙ୍କ ବାକ୍ୟ ସାହାଯ୍ୟରେ ନିଜକୁ ସୁରକ୍ଷିତ ରଖନ୍ତୁ (ପ୍ର୧୮.୦୫-ହି ୨୯-୩୧ ¶୧୩, ୧୬, ୨୦)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ଏଫି ୪:୩୦—ଜଣେ ବ୍ୟକ୍ତି ଈଶ୍ୱରଙ୍କ ପବିତ୍ର ଶକ୍ତିକୁ କିପରି ଦୁଃଖିତ କରିପାରେ ? (ଇନସାଇଟ୍‌-୧ ୧୧୨୮ ¶୩)

    • ଏଫି ୫:୫—ଜଣେ ଲୋଭୀ ବ୍ୟକ୍ତି କିପରି ମୂର୍ତ୍ତିପୂଜା କରୁଥିବା ବ୍ୟକ୍ତି ସଙ୍ଗେ ସମାନ ? (ଇନସାଇଟ୍‌-୧ ୧୦୦୬ ¶୨)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଏଫି ୪:୧୭-୩୨ (ଶିଖାଇବା ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ