इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଏଫିସୀୟ ୪-୬

“ଈଶ୍ୱରଦତ୍ତ ସମସ୍ତ ସଜ୍ଜାରେ ଆପଣା ଆପଣାକୁ ସୁସଜ୍ଜିତ କର”

“ଈଶ୍ୱରଦତ୍ତ ସମସ୍ତ ସଜ୍ଜାରେ ଆପଣା ଆପଣାକୁ ସୁସଜ୍ଜିତ କର”

୬:୧୧-୧୭

ପ୍ରେରିତ ପାଉଲ ଖ୍ରୀଷ୍ଟିୟାନମାନଙ୍କ ତୁଳନା ଯୁଦ୍ଧ କରୁଥିବା ସୈନିକମାନଙ୍କ ସହ କଲେ। ‘ଦୁଷ୍ଟାତ୍ମାମାନେ’ ଆମର ଶତ୍ରୁ ଅଟନ୍ତି। ଆମେ ସେମାନଙ୍କ ସମ୍ମୁଖରେ ଦୁର୍ବଳ ଓ ଅସହାୟ ଜଣାପଡ଼ୁ ନା କାହିଁକି, ଯଦି ଆମେ ‘ଈଶ୍ୱରଦତ୍ତ ସମସ୍ତ ସଜ୍ଜାରେ ଆପଣା ଆପଣାକୁ ସୁସଜ୍ଜିତ କରୁ,’ ତେବେ ଆମେ ଯିହୋବାଙ୍କ ସାହାଯ୍ୟରେ ଏହି ଦୁଷ୍ଟ ଦୂତମାନଙ୍କଠାରୁ ଜୟ ହାସଲ କରିପାରିବା।

ଏଠାରେ ଦିଆଯାଇଥିବା ଅସ୍ତ୍ରଶସ୍ତ୍ର କʼଣ ଏବଂ ସେଗୁଡ଼ିକ କାହାକୁ ଦର୍ଶାଏ, ତାହା ଲେଖନ୍ତୁ

ଚିନ୍ତନ ପାଇଁ: କʼଣ ମୁଁ ସମସ୍ତ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ?