इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଫିଲିପ୍ପୀୟ ୧-୪

“କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ”

“କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ”

୪:୬, ୭

  • ପ୍ରାର୍ଥନା ଆମ ସମସ୍ତ ଚିନ୍ତାର ଔଷଧ

  • ଯଦି ଆମେ ସମ୍ପୂର୍ଣ୍ଣ ଭରସା ରଖି ପ୍ରାର୍ଥନା କରିବା, ତେବେ ଯିହୋବା ଆମକୁ ଏପରି ଶାନ୍ତି ଦେବେ, ଯାହା “ସମସ୍ତ ବୋଧର ଅଗମ୍ୟ”

  • ହୁଏତ ଆମ ସମସ୍ୟାରୁ ବାହାରିବା ପାଇଁ ଆମକୁ କୌଣସି ବାଟ ଦିଶେ ନାହିଁ, କିନ୍ତୁ ଯିହୋବା ଆମକୁ ଧୈର୍ଯ୍ୟ ଧରିବାରେ ସାହାଯ୍ୟ କରିପାରିବେ। କେବଳ ଏତିକି ନୁହେଁ, ସେ ଏପରି କିଛି କରିପାରନ୍ତି, ଯାହା ଆମେ କେବେ ମଧ୍ୟ ଆଶା କରି ନ ଥିବୁ।—୧କରି ୧୦:୧୩