୮-୧୪ ଜୁନ୍
ଆଦି ପୁସ୍ତକ ୪୬-୪୭
ଗୀତ ୮୬ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଦୁର୍ଭିକ୍ଷରୁ ଆଶ୍ୱସ୍ତି ମିଳିଲା”: (୧୦ ମି.)
ଆଦି ୪୭:୧୩—ମିଶର ଓ କିଣାନରେ ଅତିଶୟ ଦୁର୍ଭିକ୍ଷ ପଡ଼ିଲା (ପ୍ର୮୮-ହି ୮/୧ ୭ ¶୨)
ଆଦି ୪୭:୧୬, ୧୯, ୨୦—ମିଶରର ଲୋକମାନଙ୍କୁ ନିଜ ଜୀବନ ରକ୍ଷା କରିବା ପାଇଁ କିଛି ତ୍ୟାଗ କରିବାର ଥିଲା
ଆଦି ୪୭:୨୩-୨୫—ଆଜି ଯିହୋବାଙ୍କ ସହ ମଜବୁତ୍ ସମ୍ପର୍କ ରଖିବା ପାଇଁ ଆମକୁ ଭରପୂର ଆଧ୍ୟାତ୍ମିକ ଭୋଜନ ଯୋଗାଇ ଦିଆଯାଉଛି । ଏଥିରୁ ଲାଭ ପାଇବା ପାଇଁ ଆମକୁ ପରିଶ୍ରମ କରିବାକୁ ହେବ [ଈଶ୍ୱରଙ୍କ ରାଜ୍ୟ (ହିନ୍ଦୀ) ପୃ ୨୩୫ ¶୧୧-୧୨]
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)
ଆଦି ୪୬:୪—ଯୋଷେଫ ‘ନିଜ ହସ୍ତରେ ଯାକୁବଙ୍କ ଚକ୍ଷୁ ମୁଦ୍ରିତ କରିବାର’ ଅର୍ଥ କʼଣ ଥିଲା ? (ଇନସାଇଟ୍-୧ ୨୨୦ ¶୧)
ଆଦି ୪୬:୨୬, ୨୭—ଯାକୁବଙ୍କ କୁଟୁମ୍ବରୁ କେତେ ଜଣ ଲୋକ ମିଶରକୁ ଆସିଥିଲେ ? (ଅଧ୍ୟୟନ ବାଇବଲ—ପ୍ରେରି ୭:୧୪ ଅଧ୍ୟୟନ ତଥ୍ୟ)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ଆଦି ୪୭:୧-୧୭ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଆଲୋଚନା । ଭିଡିଓ ଦେଖାନ୍ତୁ । ତାʼପରେ ଉପସ୍ଥିତ ଲୋକଙ୍କୁ ପଚାରନ୍ତୁ: ପ୍ରଚାରକ ଜଣକ କିପରି କୁଶଳତାର ସହ ପ୍ରଶ୍ନ କଲେ ? ପ୍ରଚାରକ ପଦକୁ କିପରି ସ୍ପଷ୍ଟ ଭାବେ ବୁଝାଇଲେ ?
ପ୍ରଥମ ସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । ତାʼପରେ ଶିକ୍ଷା ଉପକରଣ ବକ୍ସରୁ କୌଣସି ପ୍ରକାଶନ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୩)
ପ୍ରଥମ ସାକ୍ଷାତ: (୫ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଆମକୁ ଶିଖାଏ ବହି ଦିଅନ୍ତୁ ଏବଂ ୯ ଅଧ୍ୟାୟରୁ ବାଇବଲ ଅଧ୍ୟୟନ ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୧୪)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଯିହୋବାଙ୍କ ମେଜରୁ ଖାଇବା ଜାରି ରଖନ୍ତୁ: (୧୫ ମି.) ଯିହୋବା ମନେ ପକାଇ ଦେଉଥିବା ପରାମର୍ଶଗୁଡ଼ିକୁ ବହୁମୂଲ୍ୟ ମନେ କରନ୍ତୁ (ହିନ୍ଦୀ) ଭିଡିଓ ଦେଖାନ୍ତୁ । ଶ୍ରୋତାମାନଙ୍କୁ ପ୍ରୋତ୍ସାହନ ଦିଅନ୍ତୁ ଯେ ସେମାନେ ଲଗାତାର ବାଇବଲ ପଢ଼ିବେ ଓ ଯିହୋବାଙ୍କ ମେଜରୁ ଖାଇବା ଜାରି ରଖିବେ ।—ଯିଶା ୨୫:୬; ୫୫:୧; ୬୫:୧୩; ମାଥି ୨୪:୪୫.
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୪ ¶୧-୮, ପୃ ୪୯ ବକ୍ସ, ଅଧିକ ବିବରଣୀ—୯-୧୨
ଶେଷ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ଗୀତ ୨୨ ଏବଂ ପ୍ରାର୍ଥନା