୧୬-୨୨ ଅଗଷ୍ଟ
ଦ୍ୱିତୀୟ ବିବରଣ ୨୭–୨୮
ଗୀତ ୮୯ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯିହୋବାଙ୍କଠାରୁ ଅସରନ୍ତି ଆଶିଷ ପାଆନ୍ତୁ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଦ୍ୱିବି ୨୭:୧୭—ପଡ଼ୋଶୀର ଜମିର ସୀମାର ଚିହ୍ନକୁ ଘୁଞ୍ଚାଇଦେବା କାହିଁକି ମନା ଥିଲା ? (ଇନସାଇଟ୍-୧ ପୃ ୩୬୦)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଦ୍ୱିବି ୨୮:୧-୧୪ (ଶିଖାଇବା ଅଧ୍ୟୟନ ୧୧)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଆମ ଶିକ୍ଷା ଉପକରଣ ବକ୍ସରୁ ଏକ ପ୍ରକାଶନ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୬)
ପୁନଃସାକ୍ଷାତ: (୪ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ଘରମାଲିକଙ୍କୁ ସଭା ପାଇଁ ନିମନ୍ତ୍ରଣ ପତ୍ର ଦିଅନ୍ତୁ । ତାʼପରେ ରାଜ୍ୟଘରେ କʼଣ ହୁଏ ? ଭିଡିଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) । (ଶିଖାଇବା ଅଧ୍ୟୟନ ୩)
ବାଇବଲ ଅଧ୍ୟୟନ: (୫ ମି.) ପ୍ରେମରେ ସ୍ଥିର ପୃ ୨୩୪ ¶୨୧-୨୨ (ଶିଖାଇବା ଅଧ୍ୟୟନ ୯)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ସୃଷ୍ଟିରୁ କିପରି ଜଣାପଡ଼େ ଯେ ଯିହୋବା ଆମକୁ ପ୍ରେମ କରନ୍ତି ?”: (୧୫ ମି.) ଆଲୋଚନା; ସୃଷ୍ଟି ଯିହୋବାଙ୍କ ପ୍ରେମର ପ୍ରମାଣ ଦିଏ ନାମକ ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୩, ପ୍ରଶ୍ନ ୩-୪, ପୃ ୭
ଶେଷ ଟିପ୍ପଣୀ (୩ ମି.)
ଗୀତ ୯୪ ଏବଂ ପ୍ରାର୍ଥନା