इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିହୋବାଙ୍କଠାରୁ ଅସରନ୍ତି ଆଶିଷ ପାଆନ୍ତୁ

ଯିହୋବାଙ୍କଠାରୁ ଅସରନ୍ତି ଆଶିଷ ପାଆନ୍ତୁ

ଯିହୋବାଙ୍କ କଥା ଶୁଣୁଥିବା ଲୋକମାନଙ୍କୁ ବହୁତ ଆଶିଷ ମିଳେ (ଦ୍ୱିବି ୨୮:୧, ୩-୬; ପ୍ର୧୦-ହି ୧୨/୧୫ ପୃ ୧୯ ¶୧୮)

ଯିହୋବାଙ୍କ ଆଜ୍ଞା ମାନୁଥିବା ଲୋକମାନଙ୍କୁ ଅସରନ୍ତି ଆଶିଷ ମିଳିବ (ଦ୍ୱିବି ୨୮:୨; ପ୍ର୦୧-ହି ୯/୧୫ ପୃ ୧୦¶୨)

ଯିହୋବା ଚାହାନ୍ତି ଯେ ଆମେ ଖୁସିର ସହ ତାହାଙ୍କ ଆଜ୍ଞା ମାନୁ (ଦ୍ୱିବି ୨୮:୪୫-୪୭; ପ୍ର୧୦-ହି ୯/୧୫ ପୃ ୮ ¶୪)

ଯିହୋବାଙ୍କ ଆଜ୍ଞା ପାଳନ କରୁଥିବା ଲୋକମାନଙ୍କୁ ଆଜି ମଧ୍ୟ ବହୁତ ଆଶିଷ ମିଳେ ଏବଂ ଭବିଷ୍ୟତରେ ମଧ୍ୟ ସେମାନଙ୍କୁ ଅସରନ୍ତି ଆଶିଷ ମିଳିବ ।