୧୯-୨୫ ଜୁଲାଇ
ଦ୍ୱିତୀୟ ବିବରଣ ୧୬-୧୮
ଗୀତ ୧୧୫ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ସଠିକ୍ ନ୍ୟାୟ କରିବା ପାଇଁ ସିଦ୍ଧାନ୍ତ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଦ୍ୱିବି ୧୭:୭—ଯେତେବେଳେ ଜଣେ ଦୋଷୀକୁ ପଥର ମାରି ମାରି ହତ୍ୟା କରିବାର ଥିଲା, ସବୁଠୁ ଆଗ ସାକ୍ଷୀମାନେ କାହିଁକି ତାକୁ ପଥର ମାରିବାର ଥିଲା ? (ଇନସାଇଟ୍-୧ ପୃ ୭୮୭)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଦ୍ୱିବି ୧୬:୯-୨୨ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । ବ୍ୟକ୍ତି ଜଣକ ଯେଉଁ ବିଷୟ ଉପରେ କଥା ହୁଅନ୍ତି, ତାʼ ଅନୁସାରେ କୌଣସି ଏକ ପ୍ରକାଶନ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୩)
ପୁନଃସାକ୍ଷାତ: (୪ ମି.) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । ଶିକ୍ଷା ଉପକରଣ ବକ୍ସରୁ କୌଣସି ଏକ ପ୍ରକାଶନ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୪)
ଭାଷଣ: (୫ ମି.) ଇନସାଇଟ୍-୧ ପୃ ୫୧୯ ¶୪—ବିଷୟବସ୍ତୁ: କʼଣ ଖ୍ରୀଷ୍ଟିୟାନ ମଣ୍ଡଳୀରେ ମଧ୍ୟ ନ୍ୟାୟୀ ବା ବିଚାରକର୍ତ୍ତା ଥାʼନ୍ତି ? (ଶିଖାଇବା ଅଧ୍ୟୟନ ୧୮)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
କʼଣ ଆପଣ ଅଗ୍ରଦୂତ ସେବା କରିପାରିବେ ?: (୧୦ ମି.) ଆଲୋଚନା; ସେବା ଅଧ୍ୟକ୍ଷ ଏହି ଭାଗକୁ ଉପସ୍ଥାପନ କରିବେ । ଏହି ଭାଗ ୨୦୧୬ ଜୁଲାଇର ସଭା ପୁସ୍ତିକାର ଲେଖାଗୁଡ଼ିକ ଉପରେ ଆଧାରିତ: “କʼଣ ଆପଣ ବର୍ଷେ ପାଇଁ ଏହାକୁ ଆପଣାଇ ଦେଖିବେ ?” ଏବଂ “ଅଗ୍ରଦୂତ ସେବା ପାଇଁ ସମୟ ସାରଣୀ।” ଯିହୋବା ପ୍ରଚାର କରିବାରେ ସାହାଯ୍ୟ କରନ୍ତି ନାମକ ଭିଡିଓ ଦେଖାନ୍ତୁ ଏବଂ ଆଲୋଚନା କରନ୍ତୁ ।
ମଣ୍ଡଳୀର ଆବଶ୍ୟକତା: (୫ ମି.)
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପୃ ୨ର ଅନୁଚ୍ଛେଦ, ପାଠ ୧, ପ୍ରଶ୍ନ ୧-୩, ପୃ ୨-୩
ଶେଷ ଟିପ୍ପଣୀ (୩ ମି.)
ଗୀତ ୬୬ ଏବଂ ପ୍ରାର୍ଥନା