୨୬ ଜୁଲାଇ–୧ ଅଗଷ୍ଟ
ଦ୍ୱିତୀୟ ବିବରଣ ୧୯-୨୧
ଗୀତ ୧୪୧ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯିହୋବା ମଣିଷର ଜୀବନକୁ ବହୁମୂଲ୍ୟ ମନେ କରନ୍ତି”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଦ୍ୱିବି ୨୧:୧୯—ବିଚାରକର୍ତ୍ତାମାନେ ନଗରର ଫାଟକ ପାଖରେ କାହିଁକି ବସୁଥିଲେ ? (ଇନସାଇଟ୍-୧ ପୃ ୫୧୮ ¶୧)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଦ୍ୱିବି ୧୯:୧-୧୪ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ସାଧାରଣତଃ ଲୋକେ କଥାବାର୍ତ୍ତା ରୋକିବା ପାଇଁ ଯାହା କହନ୍ତି, ତାʼର ଉତ୍ତର ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୧୨)
ପୁନଃସାକ୍ଷାତ: (୪ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ବାଇବଲ ଅଧ୍ୟୟନ କିପରି ହୁଏ ? ଭିଡିଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) (ଶିଖାଇବା ଅଧ୍ୟୟନ ୬)
ବାଇବଲ ଅଧ୍ୟୟନ: (୫ ମି.) ବାଇବଲ କʼଣ ଶିଖାଏ ପୃ ୧୩୮ ¶୮ (ଶିଖାଇବା ଅଧ୍ୟୟନ ୧୩)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
‘ନିଜ ରାସ୍ତାରେ ସୁରକ୍ଷିତ ରହ’: (୧୫ ମି.) ଆଲୋଚନା; ଭିଡିଓ ଦେଖାନ୍ତୁ । ତାʼପରେ ପଚାରନ୍ତୁ: ଆମେ ସବୁବେଳେ ନିଜ ସୁରକ୍ଷା ପ୍ରତି କାହିଁକି ଧ୍ୟାନ ଦେବା ଉଚିତ୍ ? ଆମ ସୁରକ୍ଷାକୁ ଧ୍ୟାନରେ ରଖିବା ପାଇଁ ଆମେ କʼଣ କʼଣ କରିପାରିବା ?
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୨, ପ୍ରଶ୍ନ ୧-୩, ପୃ ୪-୫
ଶେଷ ଟିପ୍ପଣୀ (୩ ମି.)
ଗୀତ ୨ ଏବଂ ପ୍ରାର୍ଥନା