इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିହୋବା ମଣିଷର ଜୀବନକୁ ବହୁମୂଲ୍ୟ ମନେ କରନ୍ତି

ଯିହୋବା ମଣିଷର ଜୀବନକୁ ବହୁମୂଲ୍ୟ ମନେ କରନ୍ତି

ଆଶ୍ରୟ ନଗରକୁ ପହଞ୍ଚିବା ସହଜ ଥିଲା (ଦ୍ୱିବି ୧୯:୨, ୩; ପ୍ର୧୭-ହି ୧୧ ପୃ ୧୪ ¶୪)

ଆଶ୍ରୟ ନଗରଗୁଡ଼ିକ ଯୋଗୁଁ ଇସ୍ରାଏଲୀୟମାନେ ରକ୍ତପାତର ଦୋଷୀ ହେବାଠାରୁ ରକ୍ଷା ପାଇପାରୁଥିଲେ (ଦ୍ୱିବି ୧୯:୧୦; ପ୍ର୧୭-ହି ୧୧ ପୃ ୧୫ ¶୯)

ଆମ ଭାଇଭଉଣୀମାନଙ୍କୁ ଘୃଣା କଲେ ରକ୍ତପାତର ଦୋଷୀ ହେବାର ବିପଦ ଥାଏ (ଦ୍ୱିବି ୧୯:୧୧-୧୩; ଇନସାଇଟ୍‌-୧ ପୃ ୩୪୪)

ନିଜକୁ ପଚାରନ୍ତୁ, ‘ଯଦି ମୁଁ ଯିହୋବାଙ୍କ ଭଳି ଜୀବନକୁ ବହୁମୂଲ୍ୟ ମନେ କରେ, ତେବେ ମୁଁ କେଉଁ କଥାଗୁଡ଼ିକୁ ଧ୍ୟାନରେ ରଖିବି ?’