୨-୮ ଅଗଷ୍ଟ
ଦ୍ୱିତୀୟ ବିବରଣ ୨୨-୨୩
ଗୀତ ୧ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ମୋଶାଙ୍କ ନିୟମରୁ ଜଣାପଡ଼େ ଯେ ଯିହୋବା ପଶୁମାନଙ୍କର ଯତ୍ନ ନିଅନ୍ତି”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଦ୍ୱିବି ୨୩:୧୯, ୨୦—ଇସ୍ରାଏଲୀୟମାନେ ଅନ୍ୟ କୌଣସି ଇସ୍ରାଏଲୀୟଠାରୁ ସୁଧ ନେଇପାରୁ ନ ଥିଲେ, କିନ୍ତୁ ବିଦେଶୀମାନଙ୍କଠାରୁ କାହିଁକି ନେଇପାରୁଥିଲେ ? (ଇନସାଇଟ୍-୧ ପୃ ୬୦୦)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଦ୍ୱିବି ୨୩ :୧-୧୪ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
“ପ୍ରଚାର ସେବାରେ ଆହୁରି ଖୁସି ପାଆନ୍ତୁ—ହୃଦୟ ଛୁଇଁବାକୁ ଚେଷ୍ଟା କରନ୍ତୁ”: (୯ ମି.) ଆଲୋଚନା; ଶିଷ୍ୟ କରିବାର କାମରେ ଖୁସି ପାଆନ୍ତୁ—ନିଜ ଦକ୍ଷତା ବଢ଼ାନ୍ତୁ—ହୃଦୟ ଛୁଇଁବାକୁ ଚେଷ୍ଟା କରନ୍ତୁ ନାମକ ଭିଡିଓ ଦେଖାନ୍ତୁ ।
ଭାଷଣ: (୫ ମି.) ସଜା-ଇଂ ୦୪/୧୫ ପୃ ୧୩—ବିଷୟବସ୍ତୁ: କʼଣ ପଶୁମାନଙ୍କୁ ହତ୍ୟା କରିବା ଭୁଲ ? (ଶିଖାଇବା ଅଧ୍ୟୟନ ୧୪)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ମଣ୍ଡଳୀର ଆବଶ୍ୟକତା: (୧୫ ମି.)
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୨, ପ୍ରଶ୍ନ ୪-୫, ପୃ ୫
ଶେଷ ଟିପ୍ପଣୀ (୩ ମି.)
ଗୀତ ୨୮ ଏବଂ ପ୍ରାର୍ଥନା