୩୦ ଅଗଷ୍ଟ–୫ ସେପ୍ଟେମ୍ବର
ଦ୍ୱିତୀୟ ବିବରଣ ୩୧-୩୨
ଗୀତ ୭୮ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଈଶ୍ୱରଙ୍କ ପ୍ରେରଣାରେ ଲିଖିତ ଗୀତରେ ଥିବା ଦୃଷ୍ଟାନ୍ତଗୁଡ଼ିକରୁ ଶିଖନ୍ତୁ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଦ୍ୱିବି ୩୧:୧୨—ଏ ପଦ ଅନୁସାରେ ଖ୍ରୀଷ୍ଟିୟାନ ବାପାମାଆ କʼଣ କରିପାରିବେ ? (ପ୍ର୦୪-ହି ୯/୧୫ ପୃ ୨୭ ¶୧୦)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଦ୍ୱିବି ୩୨:୩୬-୫୨ (ଶିଖାଇବା ଅଧ୍ୟୟନ ୨)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଶିଖାଇବା ଅଧ୍ୟୟନ ୩)
ପୁନଃସାକ୍ଷାତ: (୪ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ବ୍ୟକ୍ତି ଜଣଙ୍କ ଆବଶ୍ୟକତା ଅନୁସାରେ କଥା ଆଗକୁ ବଢ଼ାନ୍ତୁ ଏବଂ କୌଣସି ପଦ ଦେଖାନ୍ତୁ । (ଶିଖାଇବା ଅଧ୍ୟୟନ ୧୨)
ଭାଷଣ: (୫ ମି.) ପ୍ର୦୭-ଇଂ ୫/୧୫ ପୃ ୧୫-୧୬—ବିଷୟବସ୍ତୁ: ଆପଣଙ୍କ ପିଲାମାନେ ଆପଣଙ୍କୁ ଦେଖି ଶିଖନ୍ତି (ଶିଖାଇବା ଅଧ୍ୟୟନ ୧୬)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ନେତୃତ୍ୱ ନେଉଥିବା ଭାଇମାନଙ୍କଠାରୁ ଶିଖନ୍ତୁ: (୧୫ ମି.) ଆଲୋଚନା; ଯେଉଁମାନେ ନେତୃତ୍ୱ ନିଅନ୍ତି ସେମାନଙ୍କୁ ମନେ ପକାଅ (ଏବ୍ରୀ ୧୩:୭) ନାମକ ଭିଡିଓ ଦେଖାନ୍ତୁ । ତାʼପରେ ପ୍ରଶ୍ନ ପଚାରନ୍ତୁ: ଭାଇ ଟି.ଜେ. ସଲିବନ, ଜର୍ଜ ଗାଙ୍ଗସ, କାର୍ଲ କ୍ଳାଇନ ଓ ଡାନିଏଲ ସିଡଲିକଙ୍କଠାରୁ ଆମେ କʼଣ ଶିଖିପାରିବା ?
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୪, ପ୍ରଶ୍ନ ୪-୫, ପୃ ୯
ଶେଷ ଟିପ୍ପଣୀ (୩ ମି.)
ଗୀତ ୨୦ ଏବଂ ପ୍ରାର୍ଥନା