୫-୧୧ ଜୁଲାଇ
ଦ୍ୱିତୀୟ ବିବରଣ ୧୧-୧୨
ଗୀତ ୪୦ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯିହୋବା କିଭଳି ଉପାସନା ଚାହାନ୍ତି ?”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଦ୍ୱିବି ୧୧:୨୯—ଏହି ପଦରେ ଲେଖାଥିବା କଥା କିପରି ପୂରଣ ହୋଇଥିବ ? (ଇନସାଇଟ୍-୧ ପୃ ୯୨୫ -୯୨୬)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଦ୍ୱିବି ୧୧:୧-୧୨ (ଶିଖାଇବା ଅଧ୍ୟୟନ ୨)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
“ପ୍ରଚାର ସେବାରେ ଆହୁରି ଖୁସି ପାଆନ୍ତୁ—ଲୋକମାନଙ୍କୁ ସହାନୁଭୂତି ଦେଖାନ୍ତୁ”: (୮ ମି.) ଆଲୋଚନା; ଶିଷ୍ୟ କରିବାର କାମରେ ଖୁସି ପାଆନ୍ତୁ—ନିଜ ଦକ୍ଷତା ବଢ଼ାନ୍ତୁ—ଲୋକମାନଙ୍କୁ ସହାନୁଭୂତି ଦେଖାନ୍ତୁ ନାମକ ଭିଡିଓ ଦେଖାନ୍ତୁ ।
ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଆଲୋଚନା; ପ୍ରଥମ ସାକ୍ଷାତ: ଦୁଃଖକଷ୍ଟ—ଯାକୁ ୧:୧୩ ଭିଡିଓ ଦେଖାନ୍ତୁ । ଯେତେବେଳେ ଭିଡିଓରେ ପ୍ରଶ୍ନଗୁଡ଼ିକ ଆସେ, ଭିଡିଓକୁ ପଜ୍ କରନ୍ତୁ ଏବଂ ସେହି ପ୍ରଶ୍ନ ପଚାରନ୍ତୁ ।
ପ୍ରଥମ ସାକ୍ଷାତ: (୨ ମି.) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା ଅଧ୍ୟୟନ ୧)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ମଣ୍ଡଳୀର ଆବଶ୍ୟକତା: (୧୫ ମି.)
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଶୁଣ ଓ ଜୀବନ ପାଅ ଭାଗ ୧୧ ଓ ୧୨, ପୃ ୨୪-୨୭
ଶେଷ ଟିପ୍ପଣୀ (୩ ମି.)
ଗୀତ ୧୧୦ ଏବଂ ପ୍ରାର୍ଥନା